ଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ସୋମବାର ଦିନ ଖୋଲା ଯାଇଛି। ହୁଣ୍ଡିରୁ ମୋଟ୍ ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା (୧୦, ୨୨,୧୦୪ ଟଙ୍କା) ସଂଗୃହୀତ…

Continue Readingଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ବିପଦଜନକ ଆବର୍ଜନା ଯୋଗୁଁ ମହୁମାଛି ଓ ପ୍ରଜାପତିଙ୍କ ସଂଖ୍ୟା କମୁଛି

ଅନୁଗୁଳ: ଆବର୍ଜନା ସହରର ବଦନାମ୍ ମୁଣ୍ଡାଇଥିବା ଅନୁଗୁଳ ଜିଲ୍ଲାରେ ବିପଦଜନକ ଆବର୍ଜନା ଏବେ ଜନସମୁଦାୟ ପାଇଁ ଆଶଙ୍କା ସୃଷ୍ଟି କରିଛି। ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ବର୍ଷକୁ ୧,୮୮,୦୦୯.୩୦ ମେଟ୍ରିକ୍ ଟନ୍…

Continue Readingବିପଦଜନକ ଆବର୍ଜନା ଯୋଗୁଁ ମହୁମାଛି ଓ ପ୍ରଜାପତିଙ୍କ ସଂଖ୍ୟା କମୁଛି

ହାଇୱେ ହିପ୍ନୋସିସ !! ଟ୍ରକ୍ ପଛରୁ ଧକ୍କା ଦେଲା ନାଇଟ କୋଚ ବସ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଠାରେ ଆଜି ବଡି ଭୋର ସମୟରେ ଏକ ଟ୍ରକ ପଛରେ ଏକ ଘରୋଇ ନାଇଟ କୋଚ ବସ ଧକ୍କା ଦେବା ଫଳରେ ବସ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ…

Continue Readingହାଇୱେ ହିପ୍ନୋସିସ !! ଟ୍ରକ୍ ପଛରୁ ଧକ୍କା ଦେଲା ନାଇଟ କୋଚ ବସ୍

କାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ଏଥର ନୂଆ ମୁହଁ ସହ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିଜେପି ଗତ ୩ ଥରର ପ୍ରାର୍ଥୀଙ୍କୁ ପୁଣି ଭରସା କରିଛି। ୧୯୯୯ ନିର୍ବାଚନରେ ଏହି ଆସନରୁ କଂଗ୍ରେସର କେ.ପି. ସିଂହଦେଓ ବିଜୟୀ…

Continue Readingକାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

ଠକେଇକୁ ରୋକିବାକୁ ଅଣ୍ଟା ଭିଡି଼ଲା ଅର୍ଥ ମନ୍ତ୍ରଣାଳୟ, କେୱାଇସି ନିୟମକୁ କଡ଼ାକଡ଼ି କରିବେ ସରକାର

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସାଇବର ଠକେଇକୁ ନେଇ ଅର୍ଥ ମନ୍ତ୍ରଣାଳୟ ‘ନୋ ୟୋର କଷ୍ଟମର’ (କେୱାଇସି) ନିୟମକୁ କଡ଼ାକଡ଼ି କରିବାକୁ ଚିନ୍ତା କରୁଛି। ବିଶେଷ କରି ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମର୍ଚାଣ୍ଟ ଓ…

Continue Readingଠକେଇକୁ ରୋକିବାକୁ ଅଣ୍ଟା ଭିଡି଼ଲା ଅର୍ଥ ମନ୍ତ୍ରଣାଳୟ, କେୱାଇସି ନିୟମକୁ କଡ଼ାକଡ଼ି କରିବେ ସରକାର

ତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି

ତାଳଚେର: ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା। ଏହି ଅପମିଶ୍ରିତ ମିକ୍ସଚର ଖାଇ ବହୁ ଲୋକ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏହି କାରଖାନାରୁ ଦୈନିକ ଶତାଧିକ କୁଇଣ୍ଟାଲ ମିକ୍ସଚର ତିଆରି କରାଯାଇ…

Continue Readingତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି

ତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

ବଇଣ୍ଡା: ରବିବାର ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଅବସରରେ ଆଠମଲ୍ଲିକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଠମଲ୍ଲିକ…

Continue Readingତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

ଗାଁରେ ଆସୁନି ମୋବାଇଲ ନେଟୱାର୍କ, ସିଗ୍ନାଲ ପାଇଁ ପାହାଡ଼ ଓ ଗଛରେ ଚଢ଼ୁଛନ୍ତି ଲୋକେ

  ଅନୁଗୁଳ: ଏବେ ଆଧୁନିକ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି। କିନ୍ତୁ ଏବେ ବି କିଛି ଏମିତି ଗାଁ ଅଛି ଯେଉଁଠାରେ ସାମାନ୍ୟ ମୋବାଇଲ ନେଟୱାର୍କ ବି ନାହିଁ। ମାଇଲ ମାଇଲ ବାଟ ଚାଲିବା ପରେ ଲୋକେ ନେଟୱାର୍କ ପାଉଛନ୍ତି…

Continue Readingଗାଁରେ ଆସୁନି ମୋବାଇଲ ନେଟୱାର୍କ, ସିଗ୍ନାଲ ପାଇଁ ପାହାଡ଼ ଓ ଗଛରେ ଚଢ଼ୁଛନ୍ତି ଲୋକେ

ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଅନୁଗୁଳ: ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୩ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବଅଁରପାଳ ସେବାଶ୍ରମ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସେବାଶ୍ରମ ପରିସରରେ ଆୟୋଜିତ ଉତ୍ସବରେ…

Continue Readingବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଛେଣ୍ଡିପଦାରେ ସୁଶାନ୍ତ ହ୍ୟାଟ୍ରିକ କରିବେ!

  ଅନୁଗୁଳ: ଛେଣ୍ଡିପଦା ବିଧାନସଭା ଆସନ ଟି ୨୦୦୪ ମସିହାରେ ଗଠିତ ହୋଇଥିବା ବେଳେ ବିଭିନ୍ନ ସମୟରେ ଏଠି ବିଜେଡି ପ୍ରଭୂତ୍ଵ ବିସ୍ତାର କରିଛି। ବର୍ତ୍ତମାନ ସୁଶାନ୍ତ କୁମାର ବେହେରା ବିଜେଡି ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।୨୦୧୯ ନିର୍ବାଚନରେ ସେ ମୋଟ…

Continue Readingଛେଣ୍ଡିପଦାରେ ସୁଶାନ୍ତ ହ୍ୟାଟ୍ରିକ କରିବେ!