କଟକ ଛାତ୍ରୀ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଏଆଇଡିଏସଓ ପକ୍ଷରୁ ଛାତ୍ର ବିକ୍ଷୋଭ
ଅନୁଗୁଳ: କଟକରେ ଘଟିଥିବା ଛାତ୍ରୀ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ଛାତ୍ରୀ ଓ ମହିଳାମାନଙ୍କୁ ନିରାପତ୍ତା ଯୋଗାଇଦେବା, ଅଶ୍ଳୀଳତା, ନଗ୍ନତା, ମଦ ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଦାବିରେ ଆଜି ଅନୁଗୁଳ ରାଜାଛକ ଠାରେ ଏଆଇଡିଏସଓ…




