ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉକୁ ବିରୋଧ: ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

ଅନୁଗୁଳ: ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉ ପରେ ଜୟପୁର ସହରରେ ନ୍ୟୁ ଭୈଷବୀ ଅଳଙ୍କାରର ସ୍ଵତ୍ତାଧିକାରୀ ଭି. ହରିପ୍ରସାଦଙ୍କର ହୃଦଘାତରେ ପରଲୋକ ହୋଇଛି। ଏହାକୁ ବିରୋଧ କରି ବୁଧବାର ୬ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଅନୁଗୁଳ ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ…

Continue Readingଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉକୁ ବିରୋଧ: ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମସ୍ୟା ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜନଶୁଣାଣି ଶିବିରରେ ସମୁଦାୟ ୯୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୯୨ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟଭିତ୍ତିକ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମସ୍ୟା ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା: ମା’ ସହ ଝଗଡ଼ା ପରେ ପୁଅକୁ କଟୁରୀରେ ହାଣି ଦେଲେ

ଅନୁଗୁଳ: ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଁଗୁଡ଼ିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ସେହି ଗ୍ରାମର ଚିକୁନୁ ମାଝୀ (୨୪)। ସୂଚନା ମୁତାବକ, ଚାଙ୍ଗୁଡ଼ିଆ ଗ୍ରାମର ଚତୁର୍ଭୁଜ ମାଝୀଙ୍କର କୌଣସି…

Continue Readingସାମାନ୍ୟ ବଚସାରୁ ଯୁବକକୁ ହତ୍ୟା: ମା’ ସହ ଝଗଡ଼ା ପରେ ପୁଅକୁ କଟୁରୀରେ ହାଣି ଦେଲେ

ପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଭକ୍ତ, ମୋକିମ, ଶ୍ରୀକାନ୍ତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା କଂଗ୍ରେସର ପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା…

Continue Readingପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଭକ୍ତ, ମୋକିମ, ଶ୍ରୀକାନ୍ତ

ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଜିଠୁ ଦିଲ୍ଲୀ ଗସ୍ତ। ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି…

Continue Readingଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓସିଏର ସ୍ଵତନ୍ତ୍ର ବୈଠକରେ ବିଧାୟକ ପ୍ରତାପ ପ୍ରଧାନ

ଅନୁଗୁଳ: ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। ଫେବୃୟାରୀ ୯ ତାରିଖ ୨୦୨୫ରେ କଟକ ବାରବାଟି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ନେଇ…

Continue Readingଓସିଏର ସ୍ଵତନ୍ତ୍ର ବୈଠକରେ ବିଧାୟକ ପ୍ରତାପ ପ୍ରଧାନ

ପୌର ପ୍ରଶାସନ ର ଅପାରଗତା,ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ଲକ୍ଷ ଟଙ୍କାର ପରିବା

ଅନୁଗୁଳ: ଆଜି ଦିନ ପ୍ରାୟ ସାଢେ଼ ଏଗାର ଟା ସମୟରେ ଅନୁଗୁଳ ଡେଲି ମାର୍କେଟରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଓ କଳା ଧୂଆଁ ଏପରି ଛାୟି ଯାଇଥିଲା ଜେ ଲୋକମାନେ ପାଖ ମେଡ଼ିକାଲ ଏନ୍‌ଆର୍‌ସି ବିଲଡିଂରେ ନିଆଁ ଲାଗିଥିବା ଭାବି…

Continue Readingପୌର ପ୍ରଶାସନ ର ଅପାରଗତା,ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ଲକ୍ଷ ଟଙ୍କାର ପରିବା

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦ, ପ୍ରଦାନ କଲେ ଲୁଗାପଟା ଓ ରାସନ ସାମଗ୍ରୀ

ଅନୁଗୁଳ : ଅନୁଗୁଳ ବ୍ଲକ ପୁରୁଣାକୋଟ ପଞ୍ଚାୟତର ଛୋଟକେଇ ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ମୃତ ସତ୍ୟ ଧଳ (୫୫)ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ସତ୍ୟ କ୍ଷେତ ଜଗିବା ପାଇଁ…

Continue Readingହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦ, ପ୍ରଦାନ କଲେ ଲୁଗାପଟା ଓ ରାସନ ସାମଗ୍ରୀ

କୁଚ ବିହାର ଟ୍ରଫି: ଓଡ଼ିଶାର ନେତୃତ୍ଵ ନେବେ ଶ୍ରେୟାଂଶ

  ଅନୁଗୁଳ: ଅନୁଗୁଳ କ୍ରିକେଟ ପାଇଁ ଏକ ଭଲ ଖବର। ୨୦୨୪-୨୫ ବର୍ଷ କୁଚ ବିହାର ଟ୍ରଫି ପାଇଁ ଓଡ଼ିଶା ଦଳର ଖେଳାଳୀ ଚୟନ ହୋଇଛି। ଓଡ଼ିଶା ଜୁନିଅର ଟିମ୍ ର ମୁଖ୍ୟ ଚୟନକର୍ତ୍ତା ନଟରାଜ ବେହେରା ଏବଂ ମୁଖ୍ୟ କୋଚ…

Continue Readingକୁଚ ବିହାର ଟ୍ରଫି: ଓଡ଼ିଶାର ନେତୃତ୍ଵ ନେବେ ଶ୍ରେୟାଂଶ

ଅନୁଗୁଳରୁ ଧରାପଡ଼ିଲେ ସୁନ୍ଦରଗଡ଼ ଗଣହତ୍ୟାର ଅଭିଯୁକ୍ତ: ରାତି ଅଧିଆ ୫ ଯାଯାବରଙ୍କୁ ହାଣିଥିଲେ

ଅନୁଗୁଳ: ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଅନୁଗୁଳରୁ କାବୁ କରିଛି ପୋଲିସ। ଏହି ଅଭିଯୁକ୍ତମାନେ ୫ ଜଣ ଯାଯାବରଙ୍କୁ ହତ୍ୟା କରି ଫେରାର ଥିଲେ। ମୃତକଙ୍କ ମଧ୍ୟରେ ୩ ମହିଳା…

Continue Readingଅନୁଗୁଳରୁ ଧରାପଡ଼ିଲେ ସୁନ୍ଦରଗଡ଼ ଗଣହତ୍ୟାର ଅଭିଯୁକ୍ତ: ରାତି ଅଧିଆ ୫ ଯାଯାବରଙ୍କୁ ହାଣିଥିଲେ