ନେପୁର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ନବରତ୍ନ କାରଖାନା ନାଲକୋର ଅଗ୍ରଣୀ ଶ୍ରମିକ ସଂଗଠନ ନାଲକୋ ପ୍ରୋଗ୍ରେସିଭ ଏମ୍ଲୟୀଜ୍ ୟୁନିୟନ (ନେପୁ)ର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ନାଲକୋ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

Continue Readingନେପୁର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ନବମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଲା ପୋଲିସ

ଅନୁଗୁଳ: ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଛି ପୋଲିସ। ମଙ୍ଗଳବାର ପୋଲିସ ସମ୍ପୃକ୍ତ ନାବାଳକ ତଥା ଦଶମ ଶ୍ରେଣୀ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ନାବାଳକଙ୍କୁ ପରିବୀକ୍ଷଣ ଛାତ୍ରାବାସକୁ ପଠାଯାଇଥିବା…

Continue Readingନବମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଲା ପୋଲିସ

ଫେରିବ ପୁରୁଣା ଦିନ, ଆସିବ ରିଚାର୍ଜ ଭାଉଚର୍‌!

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ପୁରୁଣା ଦିନ ଫେରିବ। ପୂର୍ବଭଳି ସ୍ବତନ୍ତ୍ର ଭାବେ କେବଳ ଭଏସ୍‌ କଲ୍ ଓ କେବଳ ଏସ୍‌ଏମ୍ଏସ୍‌ ପାଇଁ ପ୍ୟାକ୍‌ ଆଣିବେ ସବୁ ଟେଲିକମ୍ କମ୍ପାନି। ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)…

Continue Readingଫେରିବ ପୁରୁଣା ଦିନ, ଆସିବ ରିଚାର୍ଜ ଭାଉଚର୍‌!

ଜଙ୍ଗଲରୁ ବୃଦ୍ଧଙ୍କ ଗଲିତ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ ଗାଁର ସୁରେଶ ଚନ୍ଦ୍ର ସାହୁଙ୍କ ମୃତ ଦେହ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି। ସୁରେଶ ତିନିଦିନ ତଳେ ନିଖୋଜ ଥିବା ନେଇ ପରିବାର ପକ୍ଷ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ।…

Continue Readingଜଙ୍ଗଲରୁ ବୃଦ୍ଧଙ୍କ ଗଲିତ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଗାଁ ଭିତରକୁ ପଶି ଆସିଥିବା ଏକ ହରିଣ ଉଦ୍ଧାର, କୁକୁର ମୁହଁରୁ ବଞ୍ଚାଇଲେ ଗ୍ରାମବାସୀ

ଅନୁଗୁଳ: ଖାଦ୍ୟ ଅନୁସନ୍ଧାନରେ ଅନୁଗୁଳ ଜିଲ୍ଲା ଗୁରଙ୍ଗ ଗାଁ ଭିତରକୁ ପଶି ଆସିଥିବା ଏକ ହରିଣଙ୍କୁ ଉଦ୍ଧାର କରିଛି ବନ ବିଭାଗ। ହରିଣଙ୍କୁ କୁକୁରମାନେ କାମୁଡ଼ି ଲହୁ ଲୁହାଣ କରିଦେଇଥିଲେ। ଗାଁ ଲୋକେ ତାକୁ କୁକୁର ମୁହଁରୁ ଉଦ୍ଧାର କରି ବନ…

Continue Readingଗାଁ ଭିତରକୁ ପଶି ଆସିଥିବା ଏକ ହରିଣ ଉଦ୍ଧାର, କୁକୁର ମୁହଁରୁ ବଞ୍ଚାଇଲେ ଗ୍ରାମବାସୀ

ରାସ୍ତାରେ ମୋରମ ବଦଳରେ ମାଟି ପକାଉଛନ୍ତି କଣ୍ଟ୍ରାକ୍ଟର, ମିଳିତ ଜନ ଶୁଣାଣିରେ ଅଭିଯୋଗ କଲେ ସନ୍ଥପଡ଼ାବାସୀ

ତାଳଚେର : ୧୪୯ ନଂ ଜାତୀୟ ରାଜପଥ ଆନନ୍ଦ ବଜାର ଛକ ଠାରୁ କମଳାଙ୍ଗ ଓଭର ବ୍ରିଜ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ହେଇଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ସମ୍ପୃକ୍ତ ଠିକାଦାରଙ୍କ…

Continue Readingରାସ୍ତାରେ ମୋରମ ବଦଳରେ ମାଟି ପକାଉଛନ୍ତି କଣ୍ଟ୍ରାକ୍ଟର, ମିଳିତ ଜନ ଶୁଣାଣିରେ ଅଭିଯୋଗ କଲେ ସନ୍ଥପଡ଼ାବାସୀ

୧୧ ଚୋରି ବାଇକ୍ ଜବତ, ୮ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୧୧ଟି ଚୋରି ବାଇକ୍ ଉଦ୍ଧାର କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ଯେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପି) ମ୍ୟାଟେରିଆଲ ଗେଟ୍‌…

Continue Reading୧୧ ଚୋରି ବାଇକ୍ ଜବତ, ୮ ଗିରଫ

ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣିବା ଘଟଣା: ଶିକ୍ଷାମନ୍ତ୍ରୀ ଓ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣି ଗୁରୁତର ଆହତ କରିବା ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ…

Continue Readingଅନୁଗୁଳରେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣିବା ଘଟଣା: ଶିକ୍ଷାମନ୍ତ୍ରୀ ଓ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ପଡ଼ିଛି ୫ଟି ଷ୍ଟିଚ୍

ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର। ପୂର୍ବ ଶତ୍ରୁତାକୁ ନେଇ ଅନୁଗୁଳର ଏହି ପୁରାତନ ସରକାରୀ ସ୍କୁଲର ଜଣେ ଛାତ୍ର ଆଉ ଜଣଙ୍କୁ ଛୁରୀରେ ଆକ୍ରମଣ କରିଛି। ଫଳରେ ସେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ…

Continue Readingଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ପଡ଼ିଛି ୫ଟି ଷ୍ଟିଚ୍

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ନ୍ୟାୟ ପାଇଲେ ସାଧାରଣ ଜନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସମୁଦାୟ ୩୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ନ୍ୟାୟ ପାଇଲେ ସାଧାରଣ ଜନତା