ନାଟ୍ୟମ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ ଘିନୁଆ
ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୋଳ ସଭାଘରେ ନାଟ୍ୟମ ନାଟ୍ୟ ମେଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ। ସମାରୋହକୁ ଉଦଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ। ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି…
