ଅନୁଗୁଳ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ନଭ୍ୟା ଓ ମହମ୍ମଦଙ୍କ ଗୀତରେ ଝୁମିଲା ପୂରା ଷ୍ଟାଡିୟମ୍

ଅନୁଗୁଳ: ଶନିବାର ଅନୁଗୁଳ ମହୋତ୍ସବର ଦ୍ଵିତୀୟ ଦିନ। ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ମହୋତ୍ସବକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ ଉଦଘାଟନ କରିଥିଲେ। ଶ୍ରୀ ଦଳାଇ କହିଥିଲେ, ଅନୁଗୁଳ ଜିଲ୍ଲାର କଳା ସଂସ୍କୃତିର ତୁଳନା ନାହିଁ। ସେହିପରି ସମ୍ମାନିତ…

Continue Readingଅନୁଗୁଳ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ନଭ୍ୟା ଓ ମହମ୍ମଦଙ୍କ ଗୀତରେ ଝୁମିଲା ପୂରା ଷ୍ଟାଡିୟମ୍

ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜମୁଛି ବେପାର

ଅନୁଗୁଳ: ହାଇସ୍କୁଲ ପଡିଆରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି।ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ। ଓର୍‌ମାସ ସାହାଯ୍ୟରେ ଆୟୋଜିତ ଏହି ମେଳାରେ ୧୦୦ରୁ ଅଧିକ ଷ୍ଟଲ ଲାଗିଛି। ବିଶେଷ କରି ଓଡ଼ିଶାର…

Continue Readingଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜମୁଛି ବେପାର

୨୮୦.୮୦୫ କେଜି ଗଞ୍ଜେଇ ନଷ୍ଟ କରାଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା, ହଣ୍ଡପା ଓ ସଦର ଅବକାରୀ ରେଞ୍ଜ ଅଞ୍ଚଳରୁ ଜବତ ହୋଇଥିବା ୨୭ପ୍ୟାକେଟ ଗଞ୍ଜେଇକୁ ଆଜି ଅବକାରୀ ବିଭାଗ ପକ୍ଷରୁ ନାଲକୋ ଇନ୍ସିନେରେଟରରେ ନଷ୍ଟ କରି ଦିଆ ଯାଇଛି।ଏହି ଗଞ୍ଜେଇର ପରିମାଣ ୨୮୦.୮୦୫ କେଜି…

Continue Reading୨୮୦.୮୦୫ କେଜି ଗଞ୍ଜେଇ ନଷ୍ଟ କରାଗଲା

ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କରଡ଼ାଗାଡ଼ିଆ ଗାଁର ଅଲେଖ ଦାସ (୪୬)। ସୂଚନା ଅନୁସାରେ, ଅଲେଖ ଏକ ସ୍କୁଟି…

Continue Readingଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ: ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଲା ରାପର କଲ୍କି, ଇପିଆର, ଗୌତମ ଗିରି ଓ ମନସ୍ଵିନୀଙ୍କ ଗୀତ

ଅନୁଗୁଳ: ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ। ଉଦଘାଟନୀ ଉତ୍ସବର ଆରମ୍ଭ ମୃଣ୍ମୟଙ୍କ ଓଡ଼ିଆ ହିଟ ନମ୍ବର ପୁଚୁକି ଗାଲିରୁ ହୋଇଥିଲା। ପରେ ସେ ଅନେକ ଓଡ଼ିଆ ଓ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ। ଏହା ପରେ ରାପର କଲକି…

Continue Readingଆରମ୍ଭ ହେଲା ଅନୁଗୁଳ ମହୋତ୍ସବ: ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଲା ରାପର କଲ୍କି, ଇପିଆର, ଗୌତମ ଗିରି ଓ ମନସ୍ଵିନୀଙ୍କ ଗୀତ

ଭିଜିଲାନ୍ସ ପଞ୍ଝାରେ ଓଏମ୍‌ଭିଡି ଟ୍ରାଫିକ ଇନ୍ସପେକ୍ଟର

ଅନୁଗୁଳ:ତାଳଚେର ଓଏମ୍‌ଭିଡି ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡ଼ିକୁ ଅଟକାଇ ଗତ ଗୁରୁବାର ବିଳମ୍ବିତ ରାତିରେ ଯାଞ୍ଚ କରିଥିଲା। କାରଟି ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ଭୁବନେଶ୍ୱର ବାଲିଅନ୍ତା ନିକଟରେ ଭିଜିଲାନ୍ସ ଯାଞ୍ଚ କରି ୧୧,୧୫,୪୭୦ ଟଙ୍କା ପାଇଥିଲା ଏତେ…

Continue Readingଭିଜିଲାନ୍ସ ପଞ୍ଝାରେ ଓଏମ୍‌ଭିଡି ଟ୍ରାଫିକ ଇନ୍ସପେକ୍ଟର

ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କଲେ କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ

ତାଳଚେର: ଆଜି ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କରିଛନ୍ତି କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ। ଏହି ପରିଦର୍ଶନ ସମୟରେ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଏ. କାଓଲେ ଏବଂ ନିର୍ଦ୍ଦେଶକ (ବୈଷୟିକ/ସଞ୍ଚାଳନ) ଜେ.କେ ବୋରା ମଧ୍ୟ ଉପସ୍ଥିତ…

Continue Readingଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କଲେ କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ

ଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜାନୁଆରୀ ୧୨ ରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଜାନୁଆରୀ ୧୨ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାରେ ରାତ୍ରିଯାପନ କରିବେ।ଜାନୁଆରୀ ୧୩ ରେ ଛେଣ୍ଡିପଦାର…

Continue Readingଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୫ ରାଜ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ପଲ୍ଲିଶ୍ରୀ ମେଳା ୨୦୨୪ ଉଦଘାଟିତ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ପଲ୍ଲିଶ୍ରୀ ମେଳା ୧୫ ତାରିଖ ପର୍ଯ୍ୟନ୍ତ…

Continue Readingପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୫ ରାଜ୍ୟ

ଅନୁଗୁଳରେ ଇଭିଏମ୍ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ, ସମସ୍ତେ ଭୋଟ ଦେବାକୁ ପରାମର୍ଶ

ଅନୁଗୁଳ: ସଚେତନ ହେବେ ଭୋଟର। ଏଥିପାଇଁ ଗତକାଲି ଠାରୁ ଆସନ୍ତା ଫେବ୍ରୁୟାରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ଇଭିଏମ୍ ଓ ଭିଭିପାଟ୍‌ ମେସିନ୍ ଦ୍ବାରା ଭୋଟିଂର ସଚେତନତା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏ ଅବସରରେ ଗତକାଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ…

Continue Readingଅନୁଗୁଳରେ ଇଭିଏମ୍ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ, ସମସ୍ତେ ଭୋଟ ଦେବାକୁ ପରାମର୍ଶ