ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

ଅନୁଗୁଳ: ନାଲକୋ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଥାନା ଅନ୍ତର୍ଗତ ନାଲକୋ ନିକଟସ୍ଥ ଗୋପୀନାଥପୁର ଗ୍ରାମର ରମେଶ ସାହୁଙ୍କର ଆକସ୍ମିକ ମୁତ୍ଯୁ ହୋଇଛି। ରମେଶ ନାଲକୋ…

Continue Readingନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

ବଦଳିଲା ଡାକଘର ଆଇନ: ସନ୍ଦେହ ହେଲେ ପାର୍ସଲ ଖୋଲିପାରିବେ ଡାକ କର୍ମଚାରୀ

ନୂଆଦିଲ୍ଲୀ: ଡାକଘର ଆଇନରେ ଆଜି ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ସନ୍ଦେହ ହେଲେ ପାର୍ସଲକୁ ଖୋଲିପାରିବେ ଡାକ ବିଭାଗର ଅଧିକାରୀ। ସଂସଦରେ ଆଜି ଡାକଘର ବିଧେୟକ ୨୦୨୩ ଆଗତ କରାଯାଇଛି, ଯେଉଁଥିରେ ଡାକ କର୍ମଚାରୀଙ୍କୁ ‌ପାର୍ସଲ ଖୋଲିବା ଏବଂ ଅଟକ ରଖିବାର…

Continue Readingବଦଳିଲା ଡାକଘର ଆଇନ: ସନ୍ଦେହ ହେଲେ ପାର୍ସଲ ଖୋଲିପାରିବେ ଡାକ କର୍ମଚାରୀ

ଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

ଅନୁଗୁଳ: କଟକ ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟରୀୟମରେ ଗତ ୧୭ ତାରିଖରେ ୨୦୨୪ ପାଇଁ ଜୁଡ଼ିଶିଆଲ କ୍ୟାଲେଣ୍ଡର ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ୧୨ ଟି ସ୍କୁଲ ପିଲାଙ୍କ ପେଣ୍ଟିଂ ରହିଛି। ଏଥିପାଇଁ ରାଜ୍ୟ ସ୍ତରରେ…

Continue Readingଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

ଅନୁଗୁଳରେ ଶୀତର ପ୍ରକୋପ ଜାରି

ଅନୁଗୁଳ: ଅନୁଗୁଳରେ ଶୀତର ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ଧରି ଅନୁଗୁଳର ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ ରହିଛି।ଏହା ଫଳରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି।ରାତିରେ ତାପମାତ୍ରା ଅଧିକ ଖସୁଥିବା ଲକ୍ଷ କରାଯାଉଛି। ଥଣ୍ଡା ଯୋଗୁଁ ବାସହୀନ ଲୋକ…

Continue Readingଅନୁଗୁଳରେ ଶୀତର ପ୍ରକୋପ ଜାରି

ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ବ୍ଲାକ୍ ଡାଇମଣ୍ଡ’, ଦୈନିକ ଯାଇପାରିବେ ୧୦୦ ଜଣ

ଅନୁଗୁଳ: ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ' ଆସନ୍ତାକାଲି (ମଙ୍ଗଳବାର) ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ପ୍ରତିଦିନ ୧୦୦ ଜଣ ପାଠକଙ୍କୁ ଏଠାରେ ପ୍ରବେଶ ଅନୁମତି ରହିଛି। ଏହା ପ୍ରତ୍ୟୟ ସକାଳ ୯ ଟାରୁ ଅପରାହ୍ନ ୫…

Continue Readingଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ବ୍ଲାକ୍ ଡାଇମଣ୍ଡ’, ଦୈନିକ ଯାଇପାରିବେ ୧୦୦ ଜଣ

ଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ମୋଟ ୧୦୨ଟି ଅଭିଯୋଗରୁ ୨୧ଟିର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ ଅଫିସଠାରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ମୋଟ ୧୦୨ଟି…

Continue Readingଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ମୋଟ ୧୦୨ଟି ଅଭିଯୋଗରୁ ୨୧ଟିର ହେଲା ତୁରନ୍ତ ଫଇସଲା

ନାଲକୋ କୋଇଲା ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ, କେହି ମୃତାହତ ହୋଇ ନ ଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଗୋତମରା ନିକଟରେ ନାଲକୋ କୋଇଲା ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ୬ଟାରେ ନାଲକୋ ସ୍ମେଲଟର କାରଖାନାରୁ ଏକ ଟ୍ରେନ ମାଲ୍ ଖାଲି କରି…

Continue Readingନାଲକୋ କୋଇଲା ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ, କେହି ମୃତାହତ ହୋଇ ନ ଥିବା ସୂଚନା

ଅନୁଗୁଳ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିନିକିଆ ସମ୍ମିଳନୀ, ତାଲିମ ନେଲେ ୨୬ ଶିକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମୁଖ୍ୟ ବକ୍ତା ଭାବରେ…

Continue Readingଅନୁଗୁଳ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିନିକିଆ ସମ୍ମିଳନୀ, ତାଲିମ ନେଲେ ୨୬ ଶିକ୍ଷକ

ସର୍ବଶ୍ରେଷ୍ଠ ବିଦ୍ୟୁତଶକ୍ତି ସଂରକ୍ଷଣ ପାଇଁ ନାଲକୋ ସିପିପି ପ୍ଲାଣ୍ଟକୁ ପୁରସ୍କୃତ କଲେ ରାଜ୍ୟ ସରକାର

ନାଲକୋ ନଗର: ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋଠାରେ ଅବସ୍ଥିତ ତାପଜ ବିଦ୍ୟୁତ କାରଖାନା (ସିସିପି)କୁ ସର୍ବଶ୍ରେଷ୍ଠ ବିଦ୍ୟୁତ ଶକ୍ତି ଉପଯୋଗ ଓ ସଂରକ୍ଷଣ ପାଇଁ ସିପିପି ବର୍ଗରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ତରଫରୁ ସର୍ବଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି।…

Continue Readingସର୍ବଶ୍ରେଷ୍ଠ ବିଦ୍ୟୁତଶକ୍ତି ସଂରକ୍ଷଣ ପାଇଁ ନାଲକୋ ସିପିପି ପ୍ଲାଣ୍ଟକୁ ପୁରସ୍କୃତ କଲେ ରାଜ୍ୟ ସରକାର

ଟ୍ରଲର ଚାପାରେ ଯୁବ ବ୍ୟବସାୟୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

କିଶୋରନଗର: ଅନୁଗୁଳ ଜିଲ୍ଲା ବାମୁର ଛକଠାରେ ଟ୍ରଲର ଚାପାରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟବସାୟୀ ହେଲେ ଜନ୍ମେଜୟ ପ୍ରଧାନ। ସୂଚନା ଅନୁଯାୟୀ, ଆଜି ସକାଳେ ଜନ୍ମେଜୟ ନିଜ ଘର ବାମୁରରୁ ଛକକୁ ଚାଲିଚାଲି ଆସୁଥିବା ବେଳେ ସମ୍ବଲପୁରରୁ…

Continue Readingଟ୍ରଲର ଚାପାରେ ଯୁବ ବ୍ୟବସାୟୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ