ନେତାଙ୍କ ଘର ବାହୁଡ଼ା: ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାଚରଣ ପ୍ରଧାନ

ଭୁବନେଶ୍ୱର : ଅନୁଗୁଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଳକର ୨୦୨୨ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗାଚରଣ ପ୍ରଧାନ ଆଜି ଶଙ୍ଖଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଥିଲେ। ଏ ଅବସରରେ ଶ୍ରୀ…

Continue Readingନେତାଙ୍କ ଘର ବାହୁଡ଼ା: ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାଚରଣ ପ୍ରଧାନ

କୁଚ-ବିହାର ଟ୍ରଫିରେ ଅନୁଗୁଳ ବ୍ୟାଟରଙ୍କ କମାଲ: ଧୂଆଁଧାର ଦ୍ୱିଶତକ

ଅନୁଗୁଳ: ବରଗଡ଼ ଠାରେ ଚାଲିଥିବା ୧୯ ବର୍ଷରୁ କମ କୁଚ-ବିହାର ଟ୍ରଫିରେ ଓଡ଼ିଶାର ପ୍ରଦର୍ଶନ ଭଲ ନ ଥିଲେ ବି ଅନୁଗୁଳ ବ୍ୟାଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୫୦୩ /୭ ରନ କରିଥିବା ବେଳେ…

Continue Readingକୁଚ-ବିହାର ଟ୍ରଫିରେ ଅନୁଗୁଳ ବ୍ୟାଟରଙ୍କ କମାଲ: ଧୂଆଁଧାର ଦ୍ୱିଶତକ

ଶୈଳ ଶ୍ରୀକ୍ଷେତ୍ରରେ ଦେବ ଦୀପାବଳୀ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଦିନିଆ ଦେବ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଛି। ଏ ଅବସରରେ ଦିଅଁ ମାନଙ୍କୁ ସ୍ଵତନ୍ତ୍ର ନିତିକାନ୍ତି ସହ ପୂଜାର୍ଚ୍ଚନା କରାଯାଇଛି। ଦେବ ଦୀପାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପୂର୍ବ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଦେବ ଦୀପାବଳୀ

ରାତି ଅଧରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିଏମକୁ କଟର ମେସିନରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି…

Continue Readingରାତି ଅଧରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଆସନ୍ତାକାଲି ଠାରୁ ଖୋଲିବ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକାର୍ପିତ କରିଥିବା ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଆସନ୍ତାକାଲି (ସୋମବାର) ଠାରୁ ପାଠକ ପାଠିକାଙ୍କ ପାଇଁ ଖୋଲାଯିବ। ଏହି ପାଠାଗାର ପ୍ରତିଦିନ ପୂର୍ବାହ୍ନ ୮ ଟାରୁ ଅପରାହ୍ନ ୫ ଟା…

Continue Readingଆସନ୍ତାକାଲି ଠାରୁ ଖୋଲିବ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’

ଜିଲ୍ଲା ଆଇନସେବା ପ୍ରାଧିକରଣରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୮୨ ଟି ପ୍ରାକ ମକଦ୍ଦମା ଜନିତ ମାମଲାର ଫଇସଲା କରାଯାଇ ୩୯ ଲକ୍ଷ ୧୪ ହଜାର ୩୨୫ ଟଙ୍କାର ସମାଧାନ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ବିକାଶ ହତ୍ୟାକାଣ୍ଡ ମାମଲା: ପ୍ରେମ ପାଇଁ ସୁପାରି କିଲିଂ,ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗାଁ ବିକାଶ ବେହେରା ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ଜରପଡା ପୋଲିସ। ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ହତ୍ୟାକାଣ୍ଡର ସମସ୍ତ ଦିଗ ଉପରେ ସୂଚନା ଦିଆଯାଇଛି। ଏହି ରିପୋର୍ଟ ଅନୁସାରେ ଗତ ଡିସେମ୍ବର…

Continue Readingବିକାଶ ହତ୍ୟାକାଣ୍ଡ ମାମଲା: ପ୍ରେମ ପାଇଁ ସୁପାରି କିଲିଂ,ମୁଖ୍ୟ ଅଭିଯୁକ୍ତ ଗିରଫ

ନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ମିଳିଲା ‘ଗୋଲ୍ଡ ପ୍ଲସ୍’ ମାନ୍ୟତା

ନାଲକୋ ନଗର: ବ୍ୟବସାୟିକ ଉତ୍କର୍ଷତା ଦିଗରେ ପ୍ରୟାସ ଜାରି ରଖିଥିବା ନାଲକୋ (ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ) ଆଉ ଏକ ସଫଳତା ଅର୍ଜନ କରିଛି। ଅନୁଗୁଳ ନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ 'ଗୋଲ୍ଡ…

Continue Readingନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ମିଳିଲା ‘ଗୋଲ୍ଡ ପ୍ଲସ୍’ ମାନ୍ୟତା
Read more about the article ରାତିକେ ହାତୀ ନେଲା ଦୁଇ ଜୀବନ କମୁନି ହାତୀ ମଣିଷ ବିବାଦ
Road warning sign for elephant crossing road against traffic with tuk tuk, Sri Lanka

ରାତିକେ ହାତୀ ନେଲା ଦୁଇ ଜୀବନ କମୁନି ହାତୀ ମଣିଷ ବିବାଦ

ଅନୁଗୁଳ: ଅନୁଗୁଳରେ ଗତ ଗୁରୁବାର ରାତିରେ ହାତୀ ପୁଣି ଆତଙ୍କ ସୃଷ୍ଟି କରିବା ଶହ ଦୁଇ ଜଣଙ୍କୁ ଦଳି ମାରିଦେଇଛନ୍ତି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ସରଧାପୂର୍ ଗାଁର ଗୁରୁ ନାଏକ ନାମକ ଯୁବକ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରିବା…

Continue Readingରାତିକେ ହାତୀ ନେଲା ଦୁଇ ଜୀବନ କମୁନି ହାତୀ ମଣିଷ ବିବାଦ

ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସ ଜରିଆରେ ତାଳଚେରଠାରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଧନ୍ୟବାଦ…

Continue Readingତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ