କୋରଡ଼ାର ନିଖୋଜ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର ନିଖୋଜ ଥିବା ଯୁବକଙ୍କର ମୃତ ଦେହକୁ ଆଜି ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଗତ ମାସ ୨୬ ତାରିଖରେ କୋରଡ଼ା ଗ୍ରାମର ଅରୁଣ ବେହେରାଙ୍କ ପୁଅ ବିକାଶ (୨୨)ନିଖୋଜ ହୋଇଥିବା…
