ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗରେ ୨ ଜଣ ଗିରଫ
ଅନୁଗୁଳ: ଗତ ସୋମବାର ଅନୁଗୁଳ ଟାଉନ ଅମଲାପଡ଼ାରୁ ବ୍ୟାଟେରି ଚୋରି ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଆଶିଷ ବାରିକ ଓ ବିନୋଦ କୁମାର କର୍ଣ୍ଣ। ସୂଚନା ମୁତାବକ, ଅମଲାପଡ଼ାର ସୂର୍ଯ୍ୟକାନ୍ତ ସାମନ୍ତଙ୍କ ଟ୍ରକ୍ (ଓଆର୍-୧୯କେ-୪୧୪୧) ସପ୍ତମ…
