ଅନୁଗୁଳ ମହୋତ୍ସବର ୪ର୍ଥ ସନ୍ଧ୍ୟା: ୟାସେର ଆଶୁତୋଷ ଓ ଅର୍ପିତାଙ୍କ ଗୀତରେ ଦୁଲୁକିଲା ମଞ୍ଚ
ଅନୁଗୁଳ: ୧୦ମ ଅନୁଗୁଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ। ନିଜ ବକ୍ତବ୍ୟରେ ଶ୍ରୀ ଦଳାଇ ଅନୁଗୁଳ ମହୋତ୍ସବରେ ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଛି…



