ପାର୍ବତୀ ହିରୋର ଅତ୍ୟାଧୁନିକ ସର୍ଭିସ ସେଣ୍ଟର ଉଦଘାଟିତ

ଅନୁଗୁଳ: ଶନିବାର ଅନୁଗୁଳ ପାର୍ବତୀ ହିରୋର ଅତ୍ୟାଧୁନିକ ସର୍ଭିସ ସେଣ୍ଟରର ଉଦଘାଟନ ହିରୋ କମ୍ପାନୀର ଓଡ଼ିଶା ମୁଖ୍ୟ ନୀତିଶ କୁମାରଙ୍କ ଦ୍ୱାରା କରାଯାଇଛି। ଏହି ସେଣ୍ଟରରେ ଇଲେକ୍ଟ୍ରିକ ଭେଇକିଲ (EV) ଏବଂ ପ୍ରିମିୟମ ଗାଡ଼ିର ସର୍ଭିସିଂ ସୁବିଧା ଉପଲବ୍ଧ ହେବ। ଗ୍ରାହକଙ୍କ…

Continue Readingପାର୍ବତୀ ହିରୋର ଅତ୍ୟାଧୁନିକ ସର୍ଭିସ ସେଣ୍ଟର ଉଦଘାଟିତ

ନାଲକୋ ବ୍ରାଉନ ଫିଲଡ଼ ସମ୍ପ୍ରସାରଣ: ଗ୍ରାମବାସୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଅନୁଗୁଳ: ନାଲକୋ ବ୍ରାଉନ ଫିଲଡ଼ ସମ୍ପ୍ରସାରଣ ପାଇଁ ଜମି ହରାଉଥିବା ଗ୍ରାମବାସୀ ଶୁକ୍ରବାର ଅନୁଗୁଳ ଗସ୍ତରେ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ଆର ଯାଦବଙ୍କୁ ଭେଟି ସ୍ଥାୟୀ ନିଯୁକ୍ତି ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜମି ଅଧିଗ୍ରହଣ…

Continue Readingନାଲକୋ ବ୍ରାଉନ ଫିଲଡ଼ ସମ୍ପ୍ରସାରଣ: ଗ୍ରାମବାସୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଚଉକୁଳି ବନ୍ଧର ଉନ୍ନତୀକରଣ ଦାବି, ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହୁଲୁରିସିଂହାର ୱାର୍ଡ ନଂ.୭, ୮ରେ ଥିବା ଚଉକୁଳି ବନ୍ଧର ଦଳ ସଫା କରିବା ସହ ଉନ୍ନତୀକରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଏନେଇ ଅଞ୍ଚଳବାସୀ ଆଜି ଅନୁଗୁଳ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି…

Continue Readingଚଉକୁଳି ବନ୍ଧର ଉନ୍ନତୀକରଣ ଦାବି, ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ମହୀଧରପୁରରେ ଅଜଣା ଜନ୍ତୁ ଭୟ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମହୀଧରପୁର ଗାଁରେ ଶୁକ୍ରବାର ଏକ ଅଜଣା ଜନ୍ତୁକୁ ଦେଖିବା ପରେ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ବନବିଭାଗ ପହଞ୍ଚି ଜନ୍ତୁକୁ ଠାବ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଦେଖିବା ଲୋକ ଏହାକୁ…

Continue Readingମହୀଧରପୁରରେ ଅଜଣା ଜନ୍ତୁ ଭୟ

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୫୫%ରୁ ୫୮%କୁ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଜୁଲାଇ ୧, ୨୦୨୫ରୁ ଲାଗୁ ହେବ ଏବଂ ରାଜ୍ୟର ପ୍ରାୟ ୮ ଲକ୍ଷ କର୍ମଚାରୀ ଓ…

Continue Readingରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ

ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ କାର୍ଡ ପେଶ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ଅପରାହ୍ନରେ ମିଶ୍ରପଡା ସ୍ଥିତ ନିଜ କାର୍ଯ୍ୟାଳୟରେ ଗତ ଦେଢ଼ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ କି କି କାମ ହେଇଛି ତାର ଏକ ରିପୋର୍ଟ କାର୍ଡ ପେଶ କରିଥିଲେ। ସମ୍ମିଳନୀରେ ବିଧାୟକ…

Continue Readingସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ କାର୍ଡ ପେଶ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍, ୪ କେଜିରୁ ଉର୍ଦ୍ଧ ୨ଟି ହାତୀ ଦାନ୍ତ ଜବତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ। ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ୍। କାରବାରରେ ସଂପୃକ୍ତ ୨ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଅଞ୍ଚଳର ଚନ୍ଦନ…

Continue Readingହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍, ୪ କେଜିରୁ ଉର୍ଦ୍ଧ ୨ଟି ହାତୀ ଦାନ୍ତ ଜବତ

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ମାସ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ…

Continue Readingଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ପୂଜା ଭସାଣିଯାତ୍ରାରେ ଜିଅନ୍ତା କୁକୁଡ଼ା ଖାଇବା: ଅଭିଯୋଗ କଲେ ସ୍ବେଚ୍ଛାସେବୀ

ଅନୁଗୁଳ: ବୁଧବାର ଅନୁଗୁଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରା ସମୟରେ ଏକ ପୂଜା କମିଟି ପକ୍ଷରୁ ଏକ ଅସୁର ନୃତ୍ୟ ପରିବେଷଣ କରା ଯାଇଥିଲା। ଜଣେ ଅସୁର ଗୋଟିଏ ଜିଅନ୍ତା କୁକୁଡ଼ାଙ୍କୁ ଧରି କିଛି ସମୟ ଉଗ୍ରମୁର୍ତୀରେ ନାଚ କରିବାପରେ ତାକୁ ଫାଡ଼ି…

Continue Readingପୂଜା ଭସାଣିଯାତ୍ରାରେ ଜିଅନ୍ତା କୁକୁଡ଼ା ଖାଇବା: ଅଭିଯୋଗ କଲେ ସ୍ବେଚ୍ଛାସେବୀ

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ, ଦୁଇଟି କାର ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏଥିସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇଟି କାରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ…

Continue Reading୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ, ଦୁଇଟି କାର ଜବତ