କୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ

ଅନୁଗୁଳ: କୋଭିଡ୍‌ କଟକଣା ଯୋଗୁଁ ଅନୁଗୁଳ ଜିଲ୍ଲା ସମେତ ସାରା ରାଜ୍ୟରେ ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ ସ˚ଗ୍ରହ କମିଛି। ତେବେ କଟକଣା କୋହଳ ପରେ ରାଜସ୍ବ ସ˚ଗ୍ରହ ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି। ନଭେମ୍ବର ମାସରେ ୩ ପ୍ରତିଶତ ବଢ଼ିଥିବା…

Continue Readingକୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ

ବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ଅନୁଗୁଳରେ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ସୌନ୍ଦର୍ଯ୍ୟକରଣ କାମ ହେଉଛି କିନ୍ତୁ ଟ୍ରାଫିକ୍‌ ବ୍ୟବସ୍ଥା ଯେମିତି କି ସେମିତି। ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁଁ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି। ଦୁର୍ଘଟଣା ଘଟୁଛି ଏବ˚ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।…

Continue Readingବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ତାଳଚେର ପୁସ୍ତକମେଳା ବାତିଲ

ତାଳଚେର: ମହାମାରୀ କରୋନାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ତାଳଚେର ପୁସ୍ତକ ମେଳା ବାତିଲ କରିଦିଆଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ପୁସ୍ତକ ମେଳା କମିଟିର ଏକ…

Continue Readingତାଳଚେର ପୁସ୍ତକମେଳା ବାତିଲ

ଅନୁଗୁଳରେ ଟିକାକରଣ ଆରମ୍ଭ

ଅନୁଗୁଳ : ଦୀର୍ଘ ପ୍ରତୀକ୍ଷାର ଅନ୍ତ। ଶନିବାର ସାରା ଦେଶରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନାଇଆ ବେହେରା…

Continue Readingଅନୁଗୁଳରେ ଟିକାକରଣ ଆରମ୍ଭ

ସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

ଅନୁଗୁଳ: ପ୍ରତିଦିନ କେଉଁଠି ନା କୋଉଠି ଭିଜିଲାନ୍ସ ରେଡ୍‌ ହେଉଛି। ଧରା ପଡୁଛନ୍ତି ସରକାରୀ କର୍ମଚାରୀ। ପିଅନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଲାଣି ତ ପାଠକ ଭଳି ବଡ଼ ବଡ଼ ଅଧିକାରୀଙ୍କ ଘରୁ ଶହଶହ କୋଟି। ଅଭିଯୁକ୍ତମାନେ ଗିରଫ…

Continue Readingସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

ଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର

ଅନୁଗୁଳ: ଗତ ଦୁଇ ଦଶନ୍ଧି ଭିତରେ ଅନୁଗୁଳ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ୧୮ରୁ ୩୫ ବର୍ଷ ବୟସ୍କ ବେକାର ଯୁବକଯୁବତୀଙ୍କ ସ˚ଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। କର୍ମ ନିୟୋଜନ କେନ୍ଦ୍ରରେ ନାମ ପ˚ଜିକରଣ କରିଦେଲେ କଥା ସରିଲା। କାମ…

Continue Readingଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର

କଟକର ନକଲି ଚା’ ଅନୁଗୁଳରେ!

ଅନୁଗୁଳ: କଟକରେ ନକଲି ଚା’ର ରାକେଟ୍‌ ଧରାପଡ଼ିବା ପରେ ଏହା ଉପରେ ସ୍ଥାନୀୟ ପୁଲିସ୍‌ ତଦନ୍ତକୁ ଜୋର‌୍‌ଦାର କରିଛି। କଟକରୁ ଏହି ନକଲି ଚା’ ସାରା ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଅନୁଗୁଳର କେବଳ ପୌରପାଳିକା ଅଞ୍ଚଳରେ ୯୦ରୁ ୧୦୦ ଚା ଦୋକାନ…

Continue Readingକଟକର ନକଲି ଚା’ ଅନୁଗୁଳରେ!

ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୁଳ: ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ; ଘଟିଛି ମଙ୍ଗଳବାର ସଂଧ୍ୟାରେ।ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ ସମ୍ପର୍କୀୟ।ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା କଦଳିମୁଣ୍ଡା ଗାଁର କେନ୍ଦୁସାହିରେ ଏହି ବର୍ବର୍…

Continue Readingଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

ଅନୁଗୁଳ: ନିକଟରେ ମହାରାଷ୍ଟ୍ରର ଭଣ୍ତାରା ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି। ଏ ପରିପ୍ରେକ୍ଷୀରେ…

Continue Readingଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

ହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନେକ ସାପ୍ତାହିକ ହାଟରେ ବିଭିନ୍ନ ନକଲି ସାମ୍ରଗୀର କାରବାର ବୃଦ୍ଧି ପାଇଛି। ବିଶେଷ କରି ଭେଜାଲ୍‌ ତେଜରାତି ସାମଗ୍ରୀ, ମସଲା, ତେଲ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସହରାଞ୍ଚଳ ଦୋକାନ ଗୁଡ଼ିକରେ ନବିକି ସାପ୍ତାହିକ ହାଟକୁ…

Continue Readingହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ