ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଆଲୋଚନାଚକ୍ର ଆୟୋଜିତ
ଅନୁଗୁଳ: ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଶନିବାର ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। "ଦ୍ୱିବିମୀୟ (2D) ପଦାର୍ଥ: ରମଣ ପରୀକ୍ଷଣ ପଦ୍ଧତିର ସାମର୍ଥ୍ୟ ଏବଂ ସମ୍ଭାବନା" ଶୀର୍ଷକ ବିଷୟକୁ ନେଇ ଆୟୋଜିତ ଏହି…
