ଏମସିଏଲର ସବ୍ କମିଟି ବୈଠକ, ଥଇଥାନ ଓ ନିଯୁକ୍ତି ଉପରେ ଗୁରୁତ୍ବ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସବ୍ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ…

Continue Readingଏମସିଏଲର ସବ୍ କମିଟି ବୈଠକ, ଥଇଥାନ ଓ ନିଯୁକ୍ତି ଉପରେ ଗୁରୁତ୍ବ

ଶନିବାର ୧୯ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ

ଅନୁଗୁଳ: ବାତ୍ୟା ଜୱାଦ୍ ପାଇଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ରାଜ୍ୟର ୧୯ ଜିଲ୍ଲାରେ ଶନିବାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି…

Continue Readingଶନିବାର ୧୯ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ

ଡିସେମ୍ବର ୨୩ରେ ଅନୁଗୁଳରୁ ରାଜଧାନୀ ବସ ବନ୍ଦ

ଅନୁଗୁଳ: ଅନୁଗୁଳରୁ ଭବନେଶ୍ୱର ଯାଉଥିବା ସମସ୍ତ ବସ ଆସନ୍ତା ଡିସେମ୍ବର ୨୩ ତାରିଖ ଦିନ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ପ୍ରକାଶ କରିଛି। ଶୁକ୍ରବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ମିଳନୀ କକ୍ଷରେ…

Continue Readingଡିସେମ୍ବର ୨୩ରେ ଅନୁଗୁଳରୁ ରାଜଧାନୀ ବସ ବନ୍ଦ

କୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାବେଳେ ତୃତୀୟ ଲହରର ଆଶଙ୍କା ଏବଂ ପଡୋଶୀ ଢେଙ୍କାନାଳ ଜିଲ୍ଲାରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଦେଖି ଅନୁଗୁଳ ସାଧାରଣ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ସିଡିଏମଓ…

Continue Readingକୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ

ଡିସେମ୍ବର ମାସ ପାଇଁ ନୂଆ ଗାଇଡଲାଇନ,ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

ଅନୁଗୁଳ: ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ…

Continue Readingଡିସେମ୍ବର ମାସ ପାଇଁ ନୂଆ ଗାଇଡଲାଇନ,ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

କୋଇଲା ଡିପୋ ଉଛେଦ ପାଇଁ ରେଳ ରୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଥିବା କୋଇଲା ଷ୍ଟକ ୟାର୍ଡ଼କୁ ଉଛେଦ କରାଯିବା ଦାବିରେ ମଙ୍ଗଳବାର ଶତାଧିକ ଗ୍ରାମବାସୀ ସକାଳ ୮ଟା ୩୦ରୁ ରେଳ ରୋକ କରିଛନ୍ତି । ଯାହାଫଳରେ ସମ୍ବଲପୁର ପୁରୀ ଇଣ୍ଟରସିଟି ଓ ମାଲଗାଡି…

Continue Readingକୋଇଲା ଡିପୋ ଉଛେଦ ପାଇଁ ରେଳ ରୋକ

ନବୋଦୟ, କେଭିରେ ଦିବ୍ୟାଙ୍ଗଙ୍କୁ ୩% ସଂରକ୍ଷଣ

ଅନୁଗୁଳ: ବିଭିନ୍ନ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ୩% ସ୍ଥାନ ସଂରକ୍ଷଣ ରହିବ। ସୋମବାର ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସବୁ…

Continue Readingନବୋଦୟ, କେଭିରେ ଦିବ୍ୟାଙ୍ଗଙ୍କୁ ୩% ସଂରକ୍ଷଣ

ଓଜେଇଇ ମେଡିକାଲ୍ କାଉନ୍‌ସେଲିଂ ସ୍ଥଗିତ

ଅନୁଗୁଳ: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପକ୍ଷରୁ ହେବାକୁ ଥିବା କାଉନ୍ସେଲିଂ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସୂଚନା ଯାଏ ସ୍ଥଗିତ ରଖାଯାଇଛି ବୋଲି ଓଜେଇଇ…

Continue Readingଓଜେଇଇ ମେଡିକାଲ୍ କାଉନ୍‌ସେଲିଂ ସ୍ଥଗିତ

ଅନୁଗୁଳ ଜିଲ୍ଲାର ରୁପାନ୍ତରିତ ୯୦ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୦ଟି ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ସୋମବାର ଅପରାହ୍ନରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳ ଉଚ୍ଚ ବିଦ୍ୟାଳ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଥିଲେ। ଜିଲ୍ଲାରେ ପ୍ରଥମ…

Continue Readingଅନୁଗୁଳ ଜିଲ୍ଲାର ରୁପାନ୍ତରିତ ୯୦ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ ହେବାରେ ଲାଗିଛି। ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଏକ ବିବାଦକୁ ପଦାରେ ପକାଇଛି। ଜିଲ୍ଲା ଚିକିତ୍ସାଳୟରେ ପୂର୍ବରୁ ରୋଗୀ ଶୋଷଣ, ବିଭିନ୍ନ ଅବ୍ୟାବସ୍ଥା, ମେଡିକାଲରୁ ରୋଗୀ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ