ଅନୁଗୁଳରେ ନିଆରା ଦୀପାବଳି

ଅନୁଗୁଳ: ଦୀପାବଳି ଅବସରରେ କୋଠାବାଡି, ଘରଦ୍ୱାର,ବାଣିଜ୍ୟିକ ପ୍ରତିଷ୍ଠାନ ସବୁଠି ଦୀପ ଜଳୁଛି।ରଙ୍ଗୀନ ବିଜୁଳି ଏଲିଡି ଆଲୁଅରେ ଝଲମଲ ସାରା ସହର।ହେଲେ ସହର ର ବିଭିନ୍ନ ବରପୁତ୍ର ମଣ୍ଡପ ଗୁଡିକରେ ଖାଲି ଅନ୍ଧାର ର ରାଜୁତି। ଅଧିକାଂଶ ପାର୍କରେ ଲାଇଟ ଜଳୁନି। ତେଣୁ…

Continue Readingଅନୁଗୁଳରେ ନିଆରା ଦୀପାବଳି

ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଲେ

ଅନୁଗୁଳ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଛନ୍ତି । ସେ ଆଜି ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ପାଖକୁ ପଠାଇଛନ୍ତି । ତେବେ କାହିଁକି ସେ ବିଜେଡି ଛାଡିଲେ ତାହା…

Continue Readingପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଲେ

ଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

ଅନୁଗୁଳ: ଉପଭୋକ୍ତାମାନଙ୍କୁ ଗୁଣାତ୍ମକ କୋଇଲା ପ୍ରେରଣ କରିବା ତଥା କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସଆର)କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ମହାନଦୀ କୋଲଫିଲଡ୍ସ ଲିଃ (ଏମସିଏଲ) କୁ ସର୍ବଶ୍ରେଷ୍ଠ ସହାୟକ କମ୍ପାନୀର ପୁରସ୍କାର ସମେତ ମୋଟ ୬ଟି ପୁରସ୍କାର ପ୍ରଦାନ କରାଯାଇଛି । କୋଲକତାରେ…

Continue Readingଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

ଆଜିଠୁ ଭୋଟର କାର୍ଡ ସଂଶୋଧନ

ଅନୁଗୁଳ: ଆଗକୁ ପଂଚାୟତ ନିର୍ବାଚନ। ତେଣୁ ରାଜ୍ୟରେ ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର…

Continue Readingଆଜିଠୁ ଭୋଟର କାର୍ଡ ସଂଶୋଧନ

ବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ଅନୁଗୁଳ: ଅନୁଗୁଳ ବନଖଣ୍ଡ ତଥା ବନ୍ତଳା ବନାଞ୍ଚଳର କଂଜା ସେକସନ୍ ଏବଂ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ବନାଞ୍ଚଳ ସୀମାରେ ଏକ ବାଘର ମୃତ୍ୟୁ ହୋଇଥିବା ନେଇ ବନ୍ତଳା ଅଞ୍ଚଳରେ ଗୁଜବ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବନ…

Continue Readingବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ମମିତା ହତ୍ୟାକାଣ୍ଡ ନେଇ ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଘେରାଉ

ଅନୁଗୁଳ: କଳାହାଣ୍ଡି ମହାଲିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଗୁଳ ଏସପି…

Continue Readingମମିତା ହତ୍ୟାକାଣ୍ଡ ନେଇ ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଘେରାଉ

କୋଇଲା ସଂକଟ ନୁହେଁ, ଦେଶରେ ନିଅଣ୍ଟିଆ ସ୍ଥିତି; କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଅନୁଗୁଳ: ଦେଶରେ କୋଇଲାର ସଙ୍କଟ ନୁହେଁ, କେବଳ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରକାଶ କରିଛନ୍ତି। ଗୁରୁବାର ଦିନିକିଆ ଅନୁଗୁଳ ଜିଲ୍ଲା ତାଳଚେର ଗସ୍ତରେ ଆସି ଯୋଶୀ ରେଲୱେର ବିଭିନ୍ନ…

Continue Readingକୋଇଲା ସଂକଟ ନୁହେଁ, ଦେଶରେ ନିଅଣ୍ଟିଆ ସ୍ଥିତି; କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଆସନ୍ତା କାଲିଠାରୁ ବଢିବ ଜାଡ

ଅନୁଗୁଳ: ରାଜ୍ୟକୁ ଏବେ ଉତ୍ତରା ପବନ ବହୁଥିବାବେଳେ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍‌ କମିପାରେ । ଏହା ପ୍ରଭାବରେ ଜାଡ ପ୍ରକୋପ…

Continue Readingଆସନ୍ତା କାଲିଠାରୁ ବଢିବ ଜାଡ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରାଜଜ ଡଃ ଭାଗ୍ୟଲକ୍ଷ୍ମୀ ରଥ ବୁଧବାର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ନାଉପଦା ଗାଁର ଜଗତ ବେହେରାଙ୍କୁ…

Continue Readingହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଦୁଇ ଜଣଙ୍କୁ ଉଠାଇନେଲା ଏସ୍‌ଟିଏଫ୍ !

ଅନୁଗୁଳ: ହାତୀ ଦାନ୍ତ ଚୋରା ଚାଲାଣରେ ସଂପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ତଥା ଠାକୁରଗଡ଼ ଥାନା ଅଞ୍ଚଳ ରାଣୀବନ୍ଧ ଗାଁର ଦୁଇ ଜଣ ଯୁବକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ମଙ୍ଗଳବାର ସନ୍ଧ୍ୟାରେ ଏକ ବଲେରୋରେ ଏସକର୍ଟ୍…

Continue Readingଦୁଇ ଜଣଙ୍କୁ ଉଠାଇନେଲା ଏସ୍‌ଟିଏଫ୍ !