ପହିଲାରୁ କଳାବ୍ୟାଜ୍ ପିନ୍ଧିବେ ଲାବ୍ରୋଟାରୀ ଟେକ୍ନିସିଆନ୍
ଅନୁଗୁଳ: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ମେଡିକାଲ୍ରେ କାର୍ଯ୍ୟରତ ଲବ୍ରୋଟାରୀ ଟେକ୍ନିସିଆନ। କର୍ତବ୍ୟରେ କୌଣସି ଅବହେଳା ନ କରି ଆସନ୍ତା ଅଗଷ୍ଟ ପହିଲାରୁ କଳା ବ୍ୟାଜ୍ ପିନ୍ଧି ସରକାରୀ ଅଣଦେଖାର କରିବେ ପ୍ରତିବାଦ। ଏନେଇ ସଂଘର ଅନୁଗୁଳ ଜିଲ୍ଲା ଶାଖା…



