ଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର…
ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…
ଅନୁଗୁଳ : ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ…
ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ…
ଅନୁଗୁଳ: ଆସନ୍ତା ୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୪ ଦିନିଆ ଲକ୍ଡାଉନ୍ ଘୋଷଣା ହେବା ପରେ ଓଡିଶା ବ୍ୟବସାୟ ମହାସଙ୍ଘ ଅପରାହ୍ନ ୨ଟା ପରେ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ମଇ ୩ ରୁ ସାରା ରାଜ୍ୟରେ ଅପରାହ୍ନ…
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍ଡାଉନ୍ ଘୋଷଣା…
ଅନୁଗୁଳ: ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ ବନ୍ଦ ହୋଇଯିବା ପରେ ଛଟେଇ ହୋଇଥିବା ୮୮୯ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଢେଙ୍କାନାଳ ସାଂସଦ…
ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା।…
ଅନୁଗୁଳ: ଶୁକ୍ରବାରଠୁ ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସ୍ବତନ୍ତ୍ର ହସ୍ପିଟାଲରେ ୧୨୦ଟି ବେଡ୍…
ଅନୁଗୁଳ: ଏମ୍ସିଏଲ୍ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ…