୨୨ ରୁ ବଢ଼ିବ ଶୀତ
ଅନୁଗୁଳ: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨/୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ଆଭାସ ନାହିଁ। ତେବେ ଚଳିତ ମାସ ୨୨ ତାରିଖରୁ ତାପମାତ୍ରା ଖସିବ । ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର…
ଅନୁଗୁଳ: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨/୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ଆଭାସ ନାହିଁ। ତେବେ ଚଳିତ ମାସ ୨୨ ତାରିଖରୁ ତାପମାତ୍ରା ଖସିବ । ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଇଟିଆଇ ଏବ˚ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନର ଉପଯୋଗ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ଦିଗରେ ମାର୍ଗ ଦର୍ଶନ ଦିଆଯିବ।ନାଲ୍କୋ ଦ୍ବାରା ପ୍ରତିଭାବାନ୍ ବ୍ୟକ୍ତିଙ୍କ ସହ ଭାବ ବିନିମୟର ସୁଯୋଗ ସୃଷ୍ଟି କରାଯାଉଛି। ଆସନ୍ତା…
ଅନୁଗୁଳ: ଚଳିତ ବର୍ଷ ଛଟପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀପଠାରେ ସମାଗମ ହେବା ଉପରେ କଟକଣା ଲଗାଯାଇଛି । ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)…
ଅନୁଗୁଳ: ଅନୁଗୁଳ ବ୍ଲକ୍ ଖଲାରି ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ଡିସେମ୍ବର ୨ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିର ହୋଇଛି। ମୋଟ ୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ…
ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା କନ୍ଦରସିଙ୍ଗା ଗ୍ରାମର…
ଅନୁଗୁଳ: ପୌରପାଳିକା ଟାଉନ୍ହଲ୍ରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସ˚ଗ୍ରାମ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ ଢେଙ୍କାନାଳ ସା˚ସଦ ମହେଶ ସାହୁ। ସାମ୍ବାଦିକମାନେ ରାଷ୍ଟ୍ରର, ଗଣତନ୍ତ୍ରର ସୁରକ୍ଷାକାରୀ।…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସ˚କ୍ରମଣ କମୁଥିବା ଲକ୍ଷ୍ୟ କରାଯାଉଛି। ଏକଦା ସାପ୍ତାହିକ ହାରାହାରି ସ˚କ୍ରମଣ ୧୨୦ରୁ ୧୪୦ ଥିବା ବେଳେ ଏବେ ଏହା ୭୦ରୁ ୮୦ କୁ ଖସିଛି। ଗତ ୫ ଦିନରେ ସ˚କ୍ରମଣ ସ୍ଥିତିରେ ସୁଧାର ଆସିଛି। ୧୧…
ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…
ଅନୁଗୁଳ: ଗତ ବର୍ଷର ସଫଳତା ପରେ ଚଳିତ ବର୍ଷ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଛି। ଫେବ୍ରୁଆରି ୨୮, ୨୦୨୧ ପର୍ଯ୍ୟନ୍ତ ଏହା ଚାଲିବ। କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଏବ˚ ସାତକୋଶିଆରେ ମଧ୍ଯ ଏହି…
ଅନୁଗୁଳ: ଅନୁଗୁଳ ବ୍ଲକ୍ ପୁରୁଣାକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଯୁବ ଆୟୁଷ ଡାକ୍ତର ଭଜମୋହନ ପାଳଙ୍କ ମଙ୍ଗଳବାର ଭୋର୍ ବେଳେ ପରଲୋକ ଘଟିଛି। ଗତ ୪ ଦିନ ହେବ ତାଙ୍କୁ ଜ୍ବର ସାଙ୍ଗକୁ ଶରୀର ଘୋଳାବିନ୍ଧା ହେଉଥିଲା। ଘରେ ସେ ହଠାତ୍…