ଭର୍ଚ୍ଚୁଆଲ ମୋଡ୍ରେ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ
ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗୁରୁବାର ଅନୁଗୁଳ ସମେତ ୨୨ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ଟି ବସଷ୍ଟାଣ୍ଡର ଭିତ୍ତୀପ୍ରସ୍ତର ସ୍ଥାପନ କରାଯାଇଛି। ଅନୁଗୁଳ ଜିଲ୍ଲାର କଣିହାଁ ଓ ପାଳଲହଡା ଠାରେ ୨ଟି ବସଷ୍ଟାଣ୍ଡ ନିର୍ମାଣ ହେବ। ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନର ସୁବିଧାକୁ ଦୃଷ୍ଟିରେ…
