ପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ…

Continue Readingପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ସୋମବାର ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି । କିଶୋରନଗର, ହଣ୍ଡପା, ଅଙ୍ଗପଡ଼ା ଠାରେ ଆଜି ଟିକା ଦିଆଯାଇଥିଲେ ହେଁ ସକାଳ ୫ଟାରୁ ଧାଡ଼ିରେ ଥିବା ଶତାଧିକ ବରିଷ୍ଠ ନାଗରିକ ଶେଷରେ ନିରାଶ ହୋଇ ଫେରିଛନ୍ତି। ଟିକାଦାନ…

Continue Readingଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ସ୍ତ୍ରୀ ମୃତ୍ୟୁର ଦୁଇ ଦିନ ପରେ ଚାଲିଗଲେ ସ୍ଵାମୀ

ଅନୁଗୁଳ; କରୋନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ମର୍ମାହତ ହୋଇପଡିଥିଲେ ସ୍ଵାମୀ ଆଉ ସ୍ତ୍ରୀଙ୍କ ମୃତ୍ୟୁର ୨ଦିନ ପରେ ହୃଦ୍‌ଘାତରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ଅନୁଗୁଳର ହାତୀଶାଳପଡାରେ। ସୂଚନା ଅନୁଯାୟୀ, ଅନୁଗୁଳ ହାତୀଶାଳପଡାରେ ଅବସରପ୍ରାପ୍ତ କଳା…

Continue Readingସ୍ତ୍ରୀ ମୃତ୍ୟୁର ଦୁଇ ଦିନ ପରେ ଚାଲିଗଲେ ସ୍ଵାମୀ

ଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ଅନୁଗୁଳ: ଗତ ଦୁଇ ସପ୍ତାହ ଧରି ଲାକଡାଉନ ଓ ସପ୍ତାହାନ୍ତ ସଟଡ଼ାଉନ୍ ଜାରି ରହିଛି । ଏଥିରେ ସ୍ୱଚ୍ଛଳ ଵର୍ଗର ଲୋକେ ଯାହା ଯେମିତି ଚଳୁଛନ୍ତି କିନ୍ତୁ ବାସହୀନ ଦୁଃଖୀରଙ୍କି ଏବଂ ମାନସିକ ଅସନ୍ତୁଳନ ଥିବା ବ୍ୟକ୍ତି ଖାଇବାକୁ ନପାଇ ବଡ଼…

Continue Readingଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ଅନୁଗୁଳ: ଥର୍ମାଲ ନିକଟସ୍ଥ ଏସ୍ଏସ୍ ହସ୍ପିଟାଲ ପକ୍ଷରୁ ବିଶ୍ଵ ମାତୃ ଦିବସ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରଖାନାରେ ମାତୃତ୍ଵ ଲାଭ କରିଥିବା ମହିଳାମାନଙ୍କୁ…

Continue Readingବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ

ଅନୁଗୁଳ: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର(୭୮)ଙ୍କ ରବିବାର କରୋନାରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ପ୍ରକାଶ ପାଇଛି। ସ୍ବଗର୍ତ ମହାପାତ୍ରଙ୍କ ମୃତ୍ୟୁ କେବଳ ଓଡ଼ିଶା କାହିଁକି…

Continue Readingପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ

ଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍‌ର ଠାକୁରଗଡ଼ ପଂଚାୟତ ଇଲାକାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଲଳିତ ମାହନ ବେହେରା। ଠାକୁରଗଡ଼ର ବଳରାମ ପୃଷ୍ଟିଙ୍କ ଘର ଠାରୁ ଚିତ୍ର ନାୟକଙ୍କ ଘର…

Continue Readingଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଅନୁଗୁଳ ପୌରାଞ୍ଚଳରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମଚାରୀମାନେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଶିମିଳିପଡ଼ା ଅଞ୍ଚଳରେ ୬୦ଟି ଘରେ…

Continue Readingପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…

Continue Readingଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ୩ ଶହ ଉପରେ ରହୁଛି । ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଥିବା…

Continue Reading‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’