ନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଅନୁଗୁଳୁ: ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରେ ସରସ୍ବତୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ‘ବସନ୍ତ କବିତା ପାଠୋତ୍ସବ’ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଧର୍ମପତ୍ନୀ ପୁଷ୍ପମିତ୍ରା ଚୌଧୁରୀ, ସମ୍ମାନୀତ ଅତିଥି ନାଲକୋ ମହାପ୍ରବନ୍ଧକ (ପ୍ରଶାସନ)ଙ୍କ ଧର୍ମପତ୍ନୀ…

Continue Readingନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଧାନ କିଣା ଅବ୍ୟବସ୍ଥା

ଅନୁଗୁଳୁ: ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ସମବାୟ ସମିତି ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ପାଇଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସୋମବାର ସମବାୟ ସମିତିରେ ତାଲା ପକାଇଥିଲେ। ଚାଷୀମାନେ ଅଭିଯୋଗ କରିଥିଲେ ଯେ, ଚଳିତବର୍ଷ ଧାନ କିଣିବାରେ ସରକାର ବହୁତ…

Continue Readingଧାନ କିଣା ଅବ୍ୟବସ୍ଥା

ଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ ଓ ହାବିଲଦାର ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଛେଳିଆପଡ଼ାଠାରେ ଥିବା ରିଜର୍ଭ ପୁଲିସ ଲାଇନ୍‌ଠାରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡିଏସ୍‌ପି…

Continue Readingଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିଛି ଦିନ ତଳେ ଜିଲ୍ଲା ମହିଳା ସଭାନେତ୍ରୀ ସବିତାରାଣୀ ଧୀର ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ତାଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ଆଣି ସେ…

Continue Readingଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

ଅନୁଗୁଳୁ: ନାଲ୍‌କୋ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ ଅନୁଗୁଳ ତରଫରୁ ପାରିପାର୍ଶ୍ବିକ ଅଞ୍ଚଳର ଉଚ୍ଚ ବିଦ୍ୟାଳୟର ୨୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯-୨୦ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ଏହି ୨୬ ଜଣ ଛାତ୍ରଛାତ୍ରୀ…

Continue Readingନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

ମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ସଂଘ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁଗୁଳ ଓକିଲ ସଂଘର ଏକ…

Continue Readingମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ

ଏନଟିପିସିରେ ଜାତୀୟ ସୁରକ୍ଷା ଦିବସ

ଅନୁଗୁଳ: ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ଅଗ୍ନିଶମ କେନ୍ଦ୍ରରେ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇଛି। ଏନ୍‌ଟିପିସି କଣିହାଁ ସିଜିଏମ୍ ସୁଦୀପ ନାଗ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏଥିସହ ଶ୍ରୀ ନାଗ ସୁରକ୍ଷା ପାଇଁ ପାୱାରଷ୍ଟେସନର…

Continue Readingଏନଟିପିସିରେ ଜାତୀୟ ସୁରକ୍ଷା ଦିବସ

ଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୁଲିସ ଓ ହାବିଲଦାର ସଂଘ ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି । ଏଥିରେ ବାବୁଲି ନାୟକ ସଭାପତି, ଅରବିନ୍ଦ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ରାଜଶ୍ରୀ ପ୍ରଧାନ, ସହ…

Continue Readingଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ

ସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ

ଅନୁଗୁଳ: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମା ମହାମୟୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସସ୍ମିତା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଟୋରିକ୍ସା ଯୋଗାଇ ଦିଆଯାଇଛି…

Continue Readingସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ

ବିଷୁବ ମିଳନ ଅବସରରେ ସମ୍ମାନିତ ହେବେ ୯ ଜଣ କବି

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଓ ସାମ୍ବତ୍ସରିକ ଉତ୍ସବ ସଂପର୍କରେ ଆଲୋଚନା ନେଇ ଏକ ବୈଠକ ଉତ୍କଳ ନବଜୀବନ ମଣ୍ଡଳ ପରିସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ରାଜା ସୋମନାଥ…

Continue Readingବିଷୁବ ମିଳନ ଅବସରରେ ସମ୍ମାନିତ ହେବେ ୯ ଜଣ କବି