ଅନୁଗୁଳକୁ ନୂଆ: ଇଲେକ୍ଟ୍ରିକାଲ୍ ଝୁମର
ଅନୁଗୁଳ: ଦୀପାବଳି ବଜାରରେ ଭଳିକିଭଳି ଲକ୍ଷ୍ମୀ ଗଣେଶ ମୂର୍ତ୍ତି, ରଙ୍ଗିନ୍ କ୍ୟାଣ୍ତେଲ୍, ଶୁଭଲାଭ ଓ ହାପି ଦିଵାଲି ପୋଷ୍ଟର, ୱାଲ୍ ହ୍ୟାଙ୍ଗିଙ୍ଗ ଇତ୍ୟାଦି ଉପଲବ୍ଧ ହେଉଛି। ତେବେ ଚଳିତ ବର୍ଷ ଅନୁଗୁଳ ବଜାରକୁ ଆସିଛି ନୂଆ ଇଲେକ୍ଟ୍ରିକାଲ୍ ଝୁମର। ରଙ୍ଗବେରଙ୍ଗ ଏଲ୍ଇଡି…
