ଲ୍ୟାପଟପର ବ୍ୟବହାର ଓ ଯତ୍ନ ସମ୍ପର୍କିତ ତାଲିମ ନେଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଠାରେ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ପ୍ରଦତ୍ତ ଲ୍ଯାପଟପ ଗୁଡିକର ବ୍ୟବହାର ଓ ଯତ୍ନ ସମ୍ପର୍କିତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

Continue Readingଲ୍ୟାପଟପର ବ୍ୟବହାର ଓ ଯତ୍ନ ସମ୍ପର୍କିତ ତାଲିମ ନେଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ

ଅନୁଗୁଳ: ସୋମବାର ଦିନ ସ୍ଥାନୀୟ ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ ୯ ନମ୍ୱର ୱାର୍ଡ ଏଚ୍‌ବି କ୍ଳବ୍‌ ବଣୀଆ ବାହାଳ ଠାରେ ଶିବ ମନ୍ଦିରକୁ ପାଣି ଢାଳିବା ପାଇଁ ଯାଉଥିବା ବୋଲବମ୍‌ କାଉଡ଼ିଆ ଭକ୍ତ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତନ…

Continue Readingଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ

ବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଅନୁଗୁଳ: ବଅଁରପାଳ ସାମ୍ବାଦିକ ସଂଘ ତରଫରୁ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରାଜେଶ କୁମାର ନାୟକଙ୍କ ଅକାଳ ବିୟୋଗରେ ତାଙ୍କର…

Continue Readingବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁଁନୁକାପଶି ପଞ୍ଚାୟତ ସଭା ଗୃହ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

Continue Readingକିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ବଜାରପଡ଼ା ସ୍ଥିତ ୟୁନିକ୍ ୟୁଥ୍ କ୍ଲବ୍ ଗଣେଶ ପୂଜା ମଣ୍ଡପ ପରିସରରେ କମିଟିର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ଵରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୋଷାଧ୍ୟକ୍ଷ ଦୀପକ ସାହୁ ବିଗତ ବର୍ଷର ଆୟ…

Continue Readingବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆୟୋଜିତ

ବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର, ବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ନୀଳକଣ୍ଠେଶ୍ବର ଡିଗ୍ରୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପିକା ମଧୁମିତା ରାଉତରାୟ ଯୋଗ ଦେଇଥିଲେ। ଭାରତର ପ୍ରଥମ…

Continue Readingବଡଯୋରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସପ୍ତାହ ପାଳିତ

ବଜ୍ରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ସ୍ଵସ୍ଥ ପରିବେଶ ନିମନ୍ତେ ବୃକ୍ଷ ଚାରା ରୋପଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,…

Continue Readingବଜ୍ରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ

ତାଳଚେର ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବୈଠକ ଆୟୋଜିତ

ତାଳଚେର : ତାଳଚେର ଶାଖା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରାଙ୍ଗଣରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପେନସନ ସଂଘର ସଭାପତି ଡା. ଅଲ୍ଲାଦ ଚନ୍ଦ୍ର ସିଂହ ଏବଂ ସମ୍ପାଦକ କନ୍ଦର୍ପ ସାହୁ ଯୋଗଦାନ…

Continue Readingତାଳଚେର ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବୈଠକ ଆୟୋଜିତ

ଭାରତ ବିକାଶ ପରିଷଦ ପକ୍ଷରୁ କର୍ମଶାଳା ଓ ପ୍ରତିଷ୍ଠା ଦିବସ

ଅନୁଗୁଳ:ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ ଏକ ଘରୋଇ ସଭାକକ୍ଷରେ ବୁଧବାର ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ପରିଷଦର ପୂର୍ବକ୍ଷେତ୍ର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ କର୍ମଶାଳା ଓ ପ୍ରତିଷ୍ଠା ଦିବସ

‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡା ସ୍ଥିତ ପୂର୍ବତନ ସାଂସଦ ମହେଶ ସାହୁଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଇଂ ରମେଶ ବେହେରାଙ୍କ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ