ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ଅନୁଗୁଳ: ଭାରତ ବିକାଶ ପରିଷଦର ଅଖିଳ ଭାରତୀୟ ପ୍ରତିଷ୍ଠାତା ସ୍ଵପ୍ନଦର୍ଶୀ ଡ଼ା ସୁରଜ୍ ପ୍ରକାଶ ଜିଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ଅନୁଗୁଳ ଶାଖା ଆନୁକୁଲ୍ୟରେ ମାରୱାଡ଼ି ଯୁବା ଭବନ ଠାରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି…

Continue Readingଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ, ଯୋଗ ଦେଲେ ୧୪୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା

ତାଳଚେର: ତାଳଚେର ବଡ଼ଯୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡଯୋରଡା,…

Continue Readingତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ, ଯୋଗ ଦେଲେ ୧୪୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା

ଗଙ୍ଗାଧାମ ଆଶ୍ରମ ବୁଲି ଦେଖିଲେ ଛେଣ୍ଡିପଦା ବିଧାୟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହନୁମାନପୁର ପଞ୍ଚାୟତ ଅନ୍ତର୍ଗତ ତାଳବାହାଳୀ ଗଙ୍ଗାଧାମ ଆଶ୍ରମ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପରିଦର୍ଶନ କରିଛନ୍ତି। ବିଧାୟକ ଶ୍ରୀ ବେହେରା ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ନିର୍ମାଣାଧୀନ ରାମ ମନ୍ଦିର ବୁଲି ଦେଖିଥିଲେ। ମନ୍ଦିର…

Continue Readingଗଙ୍ଗାଧାମ ଆଶ୍ରମ ବୁଲି ଦେଖିଲେ ଛେଣ୍ଡିପଦା ବିଧାୟକ

ଢାବାରେ ଚଢ଼ଉ କରି ଶିଶୁକୁ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ, ମାଲିକ ନାଁରେ ଏତଲା

  ତାଳଚେର: ଶ୍ରମ ବିଭାଗ ପକ୍ଷରୁ ତାଳଚେର ଅଞ୍ଚଳର ବହ୍ଲର ଛକ ନିକଟରେ ଏକ ଢାବାରେ ଚଢ଼ଉ କରାଯାଇ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକ ଜଣକ ଅନେକ ଦିନ ହେବ ଏହି ଢାବାରେ ରହି କାର୍ଯ୍ୟ କରିଆସୁଥିଲା…

Continue Readingଢାବାରେ ଚଢ଼ଉ କରି ଶିଶୁକୁ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ, ମାଲିକ ନାଁରେ ଏତଲା

ବଅଁରପାଳରେ ବିଧାୟକଙ୍କ ସମୀକ୍ଷା ବୈଠକ: ମା’ଙ୍କ ନାମରେ ବୃକ୍ଷଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କଲେ ମହିଳା

  ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ପରିସରରେ 'ମା ଙ୍କ ନାମରେ ବୃକ୍ଷଟିଏ' ବୃକ୍ଷରୋପଣ କାର୍ଯ୍ଯକ୍ରମ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା,…

Continue Readingବଅଁରପାଳରେ ବିଧାୟକଙ୍କ ସମୀକ୍ଷା ବୈଠକ: ମା’ଙ୍କ ନାମରେ ବୃକ୍ଷଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କଲେ ମହିଳା

ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୁଣି ସଭାପତି ହେଲେ ଭରତ କୁମାର ସାହୁ

ଅନୁଗୁଳ: ସ୍ଥାନୀୟ ଲକ୍ଷ୍ମୀବଜାର ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଭାପତି ଭରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତିର ପ୍ରଥମ ବୈଠକରେ କର୍ମକର୍ତ୍ତା ଚୟନ କରାଯିବା ସହ ଆସନ୍ତା ପୂଜାକୁ ଭଲ ଭାବେ…

Continue Readingଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୁଣି ସଭାପତି ହେଲେ ଭରତ କୁମାର ସାହୁ

ଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ସ୍ବର୍ଗତ ସାହୁ ବିଜେପିର ଜଣେ ସକ୍ରିୟ ସଂଗଠକ ଥିଲେ। ସେ ଦୁଇଦୁଇ…

Continue Readingଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ସାମ୍ବାଦିକ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୦୯ତମ ଜନ୍ମ ଜୟନ୍ତି ଦିବସ ପାଳିତ

ତାଳଚେର: ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କର ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ତାଳଚେର ସହରର ବଜାର ଛକ ଠାରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ସଂସଦ…

Continue Readingସାମ୍ବାଦିକ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୦୯ତମ ଜନ୍ମ ଜୟନ୍ତି ଦିବସ ପାଳିତ

୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ପୌରୋହିତ୍ୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ…

Continue Reading୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

ବାଇକ୍‌ ଚାଳକ କବାଡି ପିଲାଙ୍କୁ କୂଲ୍ଫି ଦେଲେ

  ଅନୁଗୁଳ:‌ ଆଜି ସନ୍ଧ୍ୟା ବେଳେ ସଂଜୀବନୀ ମାର୍କେଟରେ ସପିଙ୍ଗ ପାଇଁ ପହଞ୍ଚିଲେ ଜଣେ ଶୌକିଆ ବାଇକ୍‌ ଚାଳକ। ଏମିତି ସେମିତି ବାଇକ୍‌ ନୁହଁ ୨୨ ଲକ୍ଷିଆ ବାଇକ୍‌। ବଜାର ସାରା ଲୋକ ଯେଉଁଠି‌ ବାଇକ୍‌କୁ ନଜର କରୁଥାନ୍ତି ଠିକ୍‌ ସେତେବେଳେ…

Continue Readingବାଇକ୍‌ ଚାଳକ କବାଡି ପିଲାଙ୍କୁ କୂଲ୍ଫି ଦେଲେ