ବାଇକ୍ ଚାଳକ କବାଡି ପିଲାଙ୍କୁ କୂଲ୍ଫି ଦେଲେ
ଅନୁଗୁଳ: ଆଜି ସନ୍ଧ୍ୟା ବେଳେ ସଂଜୀବନୀ ମାର୍କେଟରେ ସପିଙ୍ଗ ପାଇଁ ପହଞ୍ଚିଲେ ଜଣେ ଶୌକିଆ ବାଇକ୍ ଚାଳକ। ଏମିତି ସେମିତି ବାଇକ୍ ନୁହଁ ୨୨ ଲକ୍ଷିଆ ବାଇକ୍। ବଜାର ସାରା ଲୋକ ଯେଉଁଠି ବାଇକ୍କୁ ନଜର କରୁଥାନ୍ତି ଠିକ୍ ସେତେବେଳେ…
ଅନୁଗୁଳ: ଆଜି ସନ୍ଧ୍ୟା ବେଳେ ସଂଜୀବନୀ ମାର୍କେଟରେ ସପିଙ୍ଗ ପାଇଁ ପହଞ୍ଚିଲେ ଜଣେ ଶୌକିଆ ବାଇକ୍ ଚାଳକ। ଏମିତି ସେମିତି ବାଇକ୍ ନୁହଁ ୨୨ ଲକ୍ଷିଆ ବାଇକ୍। ବଜାର ସାରା ଲୋକ ଯେଉଁଠି ବାଇକ୍କୁ ନଜର କରୁଥାନ୍ତି ଠିକ୍ ସେତେବେଳେ…
ଅନୁଗୁଳ: ଅନୁଗୁଳ ଗସ୍ତରେ ଆସିଥିବା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ସମସ୍ୟା ଜଣାଇଛନ୍ତି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ। ଜିଲ୍ଲା ଟ୍ରକ ମାଲିକ ସଂଘ ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ…
ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ତାଳଚେର ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ବିଧବା ମହିଳା ଅଞ୍ଜଳି ବେହେରା ଓ ତାଙ୍କ…
ଅନୁଗୁଳ: ରବିବାର ଅପରାହ୍ନରେ ଅନୁଗୁଳ ନୃତ୍ୟ ସଙ୍ଗୀତ ଭାରତୀ ପରିସରରେ ନୃତ୍ୟନିଳୟ ପକ୍ଷରୁ ଅନୁଗୁଳର ନବନିର୍ବାଚିତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ନୃତ୍ୟନୀଳୟ ସମ୍ପାଦିକା ସ୍ଵପ୍ନାରାଣୀ ସିହ୍ନା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଧିତ କରିଥିଲେ।…
ଅନୁଗୁଳ: ନେପୁ ୟୁନିୟନର ସଭାପତି ତଥା ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ନେପୁ ୟୁନିୟନର କାର୍ଯ୍ୟାଳୟରେ ବିଦାୟ କାଳୀନ ସଭା ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ନାଲକୋ ସ୍ମେଲଟର କାରଖାନାର…
ତାଳଚେର: ଏମସିଏଲର ଭରତପୁର କୋଇଲା ଖଣିର ଜିଏମ ଅଫିସ୍ରେ ଆଇଏନଟିୟୁସି ନେତା ଧାରଣା ସହ କାର୍ଯ୍ୟାଳୟ ଗେଟ୍ ବନ୍ଦ କରିବା ଫଳରେ ୫ ଘଣ୍ଟା କାର୍ଯ୍ୟାଳୟ ଅଚଳ ରହିଥିଲା। ସୂଚନା ମୁତାବକ, ଭରତପୁର କୋଇଲା ଖଣିରେ ସମ୍ଭାବ୍ୟ ଦୁର୍ଘଟଣା ପାଇଁ ଜରୁରୀକାଳୀନ…
ନାଲକୋ ନଗର: ଢେଙ୍କାନାଳ ସିନର୍ଜୀ କଲେଜ କ୍ୟାମ୍ପସ ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଜୁନିୟର) ଙ୍କର ଗ୍ରୀଷ୍ମକାଳୀନ ଶିବିରରେ ଯୋଗ ଦେବାକୁ ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରର ଏନସିସି କ୍ୟାଡେଟ ଆଜି ଯାତ୍ରା କରିଛନ୍ତି। ବିଦ୍ୟାଳୟର ଏନସିସି ଅଫିସର ଜଗନ୍ନାଥ…
ଅନୁଗୁଳ: ଭାରତୀୟ ଯୋଗ ସଂସ୍ଥାନ ଓ ଭାରତ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ସରସ୍ଵତୀ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି। ଯୋଗ ଦିବସକୁ ପରିଷଦର ସଭାପତି ଶାନ୍ତନୁ କୁମାର ସର ପ୍ରଦୀପ ଜାଳି ଉଦଘାଟନ କରିଥିଲେ।…
ବଇଣ୍ଡା: ବାରିରୁ ଗଛ କାଟି ନେଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସ୍ଥାନୀୟ ଠାକୁରଗଡ଼ ଥାନା ବନ୍ତୁଲ ଗ୍ରାମର ବଳରାମ ପ୍ରଧାନ ନିଜ ଜମିରେ ୫୦ରୁ ଊର୍ଦ୍ଧ୍ବ ଶାଗୁଆନ ଗଛ ଲଗାଇଥିଲେ। ତାଙ୍କ ଜମିରୁ ସେହି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଚମ୍ପତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଗଡିଆପଡା ପ୍ରାଥମିକ ବିଦ୍ୟାଳୟରେ ଆଜି ବିଶ୍ଵ ସିକିଲସେଲ ଦିବସ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୧୯ରେ ବିଶ୍ଵ ସିକିଲସେଲ ଦିବସ ଏଠାରେ ବେଶ୍ ଧୁମଧାମରେ ପାଳିତ…