ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଅନୁଗୁଳ ଷ୍ଯାଡ଼ିୟମଠାରେ ଉଦଘାଟିତ ହୋଇଯାଇଛି। ଜେଏସପିଏଲ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅଗଷ୍ଟ ୭ ତାରିଖରେ ଉଦ୍‌ଘାଟିତ ହେବ। ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୨…

Continue Readingଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ

ଅନୁଗୁଳ: କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆଜି ଅନୁଗୁଳ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪୪ ଜଣ ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।…

Continue Readingକ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଅନ୍ୱେଷଣ

ଜାତୀୟ ମୁଆଥାଈ ପ୍ରତିଯୋଗିତାରେ ଅନୁଗୁଳ ଜିତିଲା ୬ ସ୍ବର୍ଣ୍ଣ, ବିଜୟୀଙ୍କୁ ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ଅନୁଗୁଳ: ୟୁନାଇଟେଡ ମୁଆଥାଈ ଆସୋସିଏସନ୍ ପକ୍ଷରୁ ମଧ୍ୟପ୍ରଦେଶ ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇନଡୋର ଷ୍ଟାଡ଼ିୟମରେ ଜୁନ ୧୬ ରୁ ୨୨ ଯାଏଁ ଆୟୋଜିତ ହୋଇଛି ଜାତୀୟ ମୁଆଥାଈ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶା ମୁଆଥାଈ ୟୁନିୟନ ତରଫରୁ…

Continue Readingଜାତୀୟ ମୁଆଥାଈ ପ୍ରତିଯୋଗିତାରେ ଅନୁଗୁଳ ଜିତିଲା ୬ ସ୍ବର୍ଣ୍ଣ, ବିଜୟୀଙ୍କୁ ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଅନୁଗୁଳ: ଆଜି ଅପରାହ୍ନରେ ପାଳଲହଡା ବ୍ଲକ ଡିମିରିଆ ପଞ୍ଚାୟତ ଖଜୁରିଆ ଗାଁରେ ହୋଇଥିବା ପବନ ବର୍ଷାରେ ଏକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ଜଣଙ୍କ ଘର ଉପରେ ପଡ଼ିଛି। କିନ୍ତୁ ସୌଭାଗ୍ୟବଶତଃ କାହାର କିଛି ହୋଇନଥିବା ସୂଚନା ମିଳିଛି।…

Continue Readingବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ କୃତିତ୍ୱ, ୧୨ ଜଣ ହାତେଇଲେ ୨୧ ପଦକ

ଅନୁଗୁଳ: କଟକ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଆୟୋଜିତ ୮ମ ରାଜ୍ୟସ୍ତରୀୟ ତାଡିସୋନାଲ ସୋଟାକାନ କାରଟେ ଚାମ୍ପିୟନ ସିପ୍ ୨୦୨୨ ରେ ଅନୁଗୁଳର ପ୍ରତିଯୋଗୀ ଅଂଶଗ୍ରହଣ କୃତିତ୍ୱ ଅର୍ଜନ କରିଛନ୍ତି। ନାଲକୋ ନଗର ସ୍ଥିତ ଉତ୍କଳ କରାଟେ ସ୍କୁଲର ମୁଖ୍ୟ ପ୍ରଶିକ୍ଷକ ସେନସେଇ…

Continue Readingରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ କୃତିତ୍ୱ, ୧୨ ଜଣ ହାତେଇଲେ ୨୧ ପଦକ

ଜାତୀୟସ୍ତରୀୟ ମୁଆଥାଈ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ୧୪ ଛାତ୍ରଛାତ୍ରୀ ଚୟନିତ

ଅନୁଗୁଳ: ମଧ୍ଯପ୍ରଦେଶ ଦେବସ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ମୁଆଥାଈ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁଗୁଳରୁ ୧୪ ଜଣ ମନୋନୀତ ହୋଇଛନ୍ତି। ଏହି ପିଲାମାନେ ୧୬ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ। ଭାଗ…

Continue Readingଜାତୀୟସ୍ତରୀୟ ମୁଆଥାଈ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ୧୪ ଛାତ୍ରଛାତ୍ରୀ ଚୟନିତ

ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଇନଡୋର ହଲରେ ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଯୋଗାସନ ଦେହ ଓ ମନକୁ ସୁସ୍ଥ ରଖେ, ତେଣୁ ପିଲାମାନେ…

Continue Readingଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

ଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

ଅନୁଗୁଳ: ସହର ଉପକଣ୍ଠ ସୁସୁଡ଼ା ନବକୃଷ୍ଣ ଚୌଧୁରୀ ଖେଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବ ଚତୁର୍ଦ୍ଦଶ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୮ଟି ଦଳ ଭାଗ ନେବେ। ସାଇ ଇଲେଭେନ୍ ଭୁବନେଶ୍ୱର,…

Continue Readingଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳ ଉପବିଜେତା, ଛୁଟୁଛି ଶୁଭେଚ୍ଛାର ସୁଅ

ଅନୁଗୁଳ: ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳକୁ ବଡ଼ ସଫଳତା। ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରଥମ ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀ ଉପବିଜେତା ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ୍ ୩୩ ଜଣ ବାଳକ ଓ ବାଳିକା…

Continue Readingରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳ ଉପବିଜେତା, ଛୁଟୁଛି ଶୁଭେଚ୍ଛାର ସୁଅ