ତାଳଚେରରେ ହେବ ଇନ୍ଡୋର୍ ଷ୍ଟାଡିୟମ୍
ଅନୁଗୁଳ: ତାଳଚେର ପୌରାଞ୍ଚଳରେ ଇନ୍ଡୋର ଷ୍ଟାଡ଼ିୟମ ନିର୍ମାଣ ହେବ। ଜାତୀୟସ୍ତରର କ୍ରୀଡ଼ାବିତ୍ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ତାଳଚେର ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ…
