ନିର୍ବାଚନ ପାଇଁ ହାଇ ଆଲର୍ଟରେ ଅନୁଗୁଳ ପୋଲିସ: ଜିଲ୍ଲାରୁ ବନ୍ଧା ହେବେ ୩୮୫ ଅପରାଧୀ
ଅନୁଗୁଳ: ଆସିଛି ନିର୍ବାଚନୀ ଋତୁ। ଅନୁଗୁଳ ଜିଲ୍ଲାରେ ମେ ୨୫ରେ ହେବ ଭୋଟ ଗ୍ରହଣ। ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଦାୟିତ୍ଵ ଗ୍ରହଣ କରି ସାରିଛନ୍ତି। ଜିଲ୍ଲାରେ ଯେପରି କୌଣସି ବିଶୃଙ୍ଖଳା…
