ଦୁର୍ଗା ମାଧବ କପ ଫୁଟବଲ୍: କଣ୍ଟାମାଳ ନାଲକୋକୁ ୧-୦ ରେ ହରାଇଲା

0

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ହାଇସ୍କୁଲ ପଡିଆରେ ଆୟୋଜିତ ଦୁର୍ଗାମାଧବ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାର୍ଟର ଫାଇନାଲରେ କଣ୍ଟାମାଳ ବୌଦ୍ଧ ନାଇଟ କ୍ଳବ୍ ନାଲକୋକୁ ୧-୦ ଗୋଲରେ ହରାଇଥିଲା।

ଶିକ୍ଷାବିତ୍ ଗଣେଶ୍ୱର ସାମଲ ଏବଂ ବିଷ୍ଣୁ ଚରଣ ଦାସ ଖେଳରେ ଅତିଥି ଭାବେ ଯୋଗ ଦେଇଥିଲେ।ଦେବରାଜ ସ୍ୱାଇଁ,ଅମୂଲ୍ୟ ସାମଲ,ସୁଶିଲ ବେହେରା ଖେଳ ପରିଚାଳନା କରିଥିବା ବେଳେ ବସନ୍ତ ଦାସ ମ୍ୟାଚ୍ କମିଶନର ଭାବେ ଦାୟିତ୍ଵ ତୁଲାଇଥିଲେ ।

Leave A Reply

Your email address will not be published.

error: Content is protected !!