ରେଙ୍ଗାଳିରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ
ଅନୁଗୁଳ: କଣିହାଁ ରେଙ୍ଗାଳି ପ୍ରକଳ୍ପ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାୱାର ହାଉସ ଓ ବିଦ୍ୟୁତ ଷ୍ଟ୍ରକ୍ଚରଠାରେ ପାଳିତ ହୋଇଯାଇଛି। ବିଦ୍ୟୁତ ଲାଇନ୍ରେ କାର୍ଯ୍ୟ କରିବା ସମୟରେ ଶ୍ରମିକ କର୍ମଚାରୀମାନେ ସୁରକ୍ଷା ବେଲ୍ଟ, ହେଲମେଟ…
