ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା ବିଜେପି

ଅନୁଗୁଳ: ଜିଲ୍ଲାରୁ ରାଜ୍ୟ ସରକାର ଜଳକର ନେଉଥିବା ବେଳେ ରବି ଋତୁରେ ଜିଲ୍ଲାରେ ମଣ୍ଡିର ବ୍ୟବସ୍ଥା ନ କରିବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ସିଏସଓଙ୍କ କାର୍ଯ୍ୟାଳୟ ଘେରିଛି ବିଜେପି। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ…

Continue Readingଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା ବିଜେପି

ତୈଳ ଦର ବୃଦ୍ଧି ପ୍ରତିବାଦରେ ମିଠା ବାଣ୍ଟିଲେ

ଅନୁଗୁଳ: ପେଟ୍ରୋଲ୍‌ ଓ ଡିଜେଲ୍ ଦର ଉପରମୁହାଁ। ଅନୁଗୁଳ ଜିଲ୍ଲାରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଏହାକୁ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଅନୁଗୁଳ ପୌରପାଳିକାର ପୂର୍ବତନ କଂଗ୍ରେସ କାଉନ୍‌ସିଲରମାନେ । ପୂର୍ବତନ କାଉନସିଲର ବଲବୀର…

Continue Readingତୈଳ ଦର ବୃଦ୍ଧି ପ୍ରତିବାଦରେ ମିଠା ବାଣ୍ଟିଲେ

ବଦଳିଲେ ୧୦ ଥାନା ଅଧିକାରୀ

ଅନୁଗୁଳ: ଅନୁଗୁଳ ପୁଲିସ୍‌ରେ ଗୁରୁବାର ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା, ଜରପଡ଼ା, ନିଶା ଶିଳ୍ପାଞ୍ଚଳ ଥାନା ସମେତ ମୋଟ୍ ୧୦ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳିଛନ୍ତି।…

Continue Readingବଦଳିଲେ ୧୦ ଥାନା ଅଧିକାରୀ

ଜାତୀୟ ଚିକିତ୍ସକ ଦିବସ ପାଳିତ

ଅନୁଗୁଳ : ଅନୁଗୁଳ ରକ୍ତ ଭଣ୍ଡାର ପରିସରରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି।ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ "ଅଶ୍ରୁ" ର ମିଳିତ ସହଯୋଗ ରେ ଆୟୋଜିତ ଏହି ସମ।ରୋହ କୁ ଉଦ୍ଘାଟନ କରିଥିଲେ ସଂଘର ସଭାପତି ଡ଼ା ବିନୟ କୁମାର…

Continue Readingଜାତୀୟ ଚିକିତ୍ସକ ଦିବସ ପାଳିତ

ବଡ଼କନ୍ତକୁଳ ଗାଁରେ ଫୁଟିଲା ଗୁଳି,ଜଣେ ଗୁରୁତର

ଅନୁଗୁଳ: ଛୋଟ ଘଟଣାକୁ କେନ୍ଦ୍ରକରି ଗାଁରେ ଫୁଟିଛି ଗୁଳି । ଏଥିରେ ଜଣେ ଗୁରୁତର ହେଇଛନ୍ତି। ସାମାନ୍ୟ ବାଦବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ…

Continue Readingବଡ଼କନ୍ତକୁଳ ଗାଁରେ ଫୁଟିଲା ଗୁଳି,ଜଣେ ଗୁରୁତର

ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଟେଲର ଜଣେ ଯୁବକ ବାସଭବନକୁ ଖାଦ୍ଯ ଦେବାକୁ ଆସି ଡାକ୍ତରଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାରେ…

Continue Readingଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଝୁଲାଇଲା ଛାତ୍ର କଂଗ୍ରେସ

ଅନୁଗୁଳ: କରୋନା ଟିକାକୁ ନେଇ ଉଭୟ ବିଜେପି ଓ ବିଜେଡିର ଫଟୋ ରାଜନୀତି ଜାରି ରହିଛି। ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଥିବା ବେଳେ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଛାଇଯାଇଛି। ଏହାକୁ ନେଇ ଉଭୟ…

Continue Readingଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଝୁଲାଇଲା ଛାତ୍ର କଂଗ୍ରେସ

ସ୍କୁଲରୁ ଜେନେରେଟର ଚୋରି

ଅନୁଗୁଳ: ବନ୍ତଳା ନୋଡାଲ ହାଇସ୍କୁଲରୁ ଚୋରି। ଦୁର୍ବୃତ୍ତମାନେ ଶାବଳରେ କମ୍ପ୍ୟୁଟର ଲ୍ୟାବ୍ ର ତାଲା ଭାଙ୍ଗି ଗୋଟିଏ ଜେନେରେଟର ଚୋରି କରି ନେଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଶାବଳଟି ବନ୍ତଳା ବଜାରର ଜଣେ ବ୍ୟକ୍ତିର…

Continue Readingସ୍କୁଲରୁ ଜେନେରେଟର ଚୋରି

ଭ୍ୟାନ୍ ସହ ଶାଳ କାଠ ଜବତ

ଅନୁଗୁଳ: ହଣ୍ଡପା ବନାଞ୍ଚଳ ପକ୍ଷରୁ ସୋମବାର ନାକଚିଠାରେ ଚଢ଼ଉ କରାଯାଇ ଏକ ପିକ୍‌ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି। ଉକ୍ତ ଭ୍ୟାନଟି ରେଢାଖୋଲରୁ ଅନୁଗୁଳ ଅଭିମୁଖେ ଆସୁଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ…

Continue Readingଭ୍ୟାନ୍ ସହ ଶାଳ କାଠ ଜବତ

୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ୍

ଅନୁଗୁଳ: ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍‌ ଖୋଲିବ । ରାଜ୍ୟରେ ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତୀ ସମୟରେ ଏହି…

Continue Reading୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ୍