କିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଅନୁଗୁଳ: କରୋନା ଜନିତ କଟକଣା ପାଇଁ ବିପନ୍ନ ହୋଇଛ ଜୀବିକା। କାମଧନ୍ଦା ନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା କଷ୍ଟକର ହୋଇ ପଡ଼ିଛି । କଟକଣା ପାଇଁ…

Continue Readingକିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ଅନୁଗୁଳ: ଜିଲ୍ଲାରେ ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ, ୨ ଜଣ ଶଲ୍ୟ ବିଶେଷଜ୍ଞ, ଜଣେ ପ୍ରସୂତି ଓ ସ୍ତ୍ରୀ…

Continue Readingଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ମାଛ ଧରାଳିଙ୍କ ଘରୁ ଚୋରି

ଅନୁଗୁଳ: ନାଲ୍‌କୋ ଥାନା ସିପିପି ରାସ୍ତାରେ ଭଡ଼ାରେ ରହୁଥିବା ମାଛ ଧରାଳି ପ୍ରମୋଦ ମାଝୀଙ୍କ ଘରୁ  ଚୋରି ହୋଇଛି। ନଗଦ ୭୦ ହଜାର ଟଙ୍କା ସହ ୪ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ…

Continue Readingମାଛ ଧରାଳିଙ୍କ ଘରୁ ଚୋରି

ସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୁଳ: ସ୍ବଚ୍ଛ ସହରକୁ ମିଳିବ ନିର୍ମଳ ସହର ପୁରସ୍କାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅନୁଗୁଳ ଜିଲ୍ଲାର ୩ଟି ଯାକ ସହରାଞ୍ଚଳ ଏହି ପୁରସ୍କାର ହାତେଇବାକୁ କମର କଷିଛନ୍ତି । ନିୟମିତ ସଫେଇ କାର୍ଯ୍ୟ ଚାଲୁ ରଖିବା ସହ ଏହାର ଅଗ୍ରଗତି…

Continue Readingସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବନ୍ତଳା ଥାନା ଇଲାକା ମାଧପୁର ଗ୍ରାମର ପୁନିତ୍ ସାହୁ(୨୨) ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ବନ୍ତଳା ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଅନୁଗୁଳ:ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନୁଗୁଳ ପୌରାଞ୍ଚଳରେ ପୁରଣା ପଞ୍ଜିକରଣକୁ ଆଧାର କରି ଏହି ସହାୟତା ଦିଆଯାଉଥିବା ବେଳେ ଅନେକ ଉଠା ଦୋକାନୀ ଓ ବୁଲା…

Continue Readingସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ତାଳଚେରରେ ହେବ ଇନ୍‌ଡୋର୍‌ ଷ୍ଟାଡିୟମ୍

ଅନୁଗୁଳ: ତାଳଚେର ପୌରାଞ୍ଚଳରେ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ହେବ। ଜାତୀୟସ୍ତରର କ୍ରୀଡ଼ାବିତ୍‌ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ତାଳଚେର ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ…

Continue Readingତାଳଚେରରେ ହେବ ଇନ୍‌ଡୋର୍‌ ଷ୍ଟାଡିୟମ୍

ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଅନୁଗୁଳ: ଆଇଏମ୍ଏ ଏବଂ ଓମସା ପକ୍ଷରୁ ଜୁନ୍ ୧୮ ତାରିଖରେ ଜାତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଡାକ୍ତର ମାନେ କଳା ବ୍ୟାଜ୍ ପରିଧାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କୋଭିଡ୍…

Continue Readingଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା

ଅନୁଗୁଳ : ଭାରତୀୟ ସୈନ୍ୟ ବାହିନୀ ପ୍ରବେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଅନୁଗୁଳ ଜିଲ୍ଲାର ପ୍ରାର୍ଥୀମାନଙ୍କ ପରୀକ୍ଷା ଆସନ୍ତା ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ। ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

Continue Readingଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା

୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ

ଅନୁଗୁଳ: ବିଭିନ୍ନ ଦାବି ନେଇ କାର୍ଯ୍ୟରତ ଫାର୍ମାସିଷ୍ଟ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ସପ୍ତାହ ହେଲା ଫାର୍ମାସିଷ୍ଟମାନେ କଳାବ୍ୟାଜ ପିନ୍ଧି ଦାୟିତ୍ଵ ନିର୍ବାହ କରୁଛନ୍ତି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ…

Continue Reading୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ