ବଦଳିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବଦଳିବ ଚିତ୍ର । ବୃଦ୍ଧି ପାଇବ ଚିକିତ୍ସା ଭିତ୍ତିଭୂମି । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି ।…

Continue Readingବଦଳିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର

ସୋମବାରଠୁ ଯୁବଗୋଷ୍ଠୀଙ୍କୁ କରୋନା ଟିକା

ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ସହ ସମସ୍ତଙ୍କୁ…

Continue Readingସୋମବାରଠୁ ଯୁବଗୋଷ୍ଠୀଙ୍କୁ କରୋନା ଟିକା

ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଅନୁଗୁଳ: ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନୀକୁ ନେଇ ବିଧାୟକ, ସାଂସଦ ମୁହାଁମୁହିଁ । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଫଳରେ ତାକୁ ନେଇ ଫାୟାର ହୋଇଯାଇଥିଲେ ସାଂସଦ ମହୋଦୟ…

Continue Readingପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ବାଇକ୍ ପୋଡ଼ି, ଯୁବକ ଗିରଫ

ଅନୁଗୁଳ: ଜମିଜମା ବିବାଦରୁ ପ୍ରତିଶୋଧପରାୟଣ ହୋଇ ପ୍ରତିପକ୍ଷଙ୍କ ଗାଡ଼ି ପୋଡ଼ିଦେବା ଅଭିଯୋଗରେ ନାଲ୍‌କୋ ଥାନା କନ୍ୟାବେଡ଼ା ଗ୍ରାମର ମୁନା ବେହେରା (୨୫)ଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି । ପୁଲିସ ସୂଚନା ମୁତାବକ, ସତ୍ୟଭାମା ରାଏଙ୍କ ସହ…

Continue Readingବାଇକ୍ ପୋଡ଼ି, ଯୁବକ ଗିରଫ

ଚୁଡି ଦୋକାନକୁ ୩୦ ହଜାର ଜରିମାନା

ଅନୁଗୁଳ: ଲକଡାଉନ୍‌ରେ ଦୋକାନ ପଛପଟ ଖୋଲି ଚୁଡି ବେପାର କରୁଥିବା ଏକ ଦୋକାନ ଶୁକ୍ରବାର ସିଲ୍ କରିଛି ଅନୁଗୁଳ ପୁଲିସ। ଏହା ସହ ଦୋକାନୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁସାରେ, ଦିବ୍ୟଜ୍ୟୋତି ହଲ ପାଖରେ ଥିବା…

Continue Readingଚୁଡି ଦୋକାନକୁ ୩୦ ହଜାର ଜରିମାନା

ତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଳିତଇଳାରେ ଗାଁରେ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ସୂଚନା ଅନୁସାରେ, ସ୍ତ୍ରୀ ହୀନ ବେହେରାଙ୍କ…

Continue Readingତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଅନୁଗୁଳର ପରିବେଶ ବିଗୁଡ଼ୁଛି: ଉତ୍ତାପ ବଢ଼ୁଛି

ଅନୁଗୁଳ: ଗତ ଦୁଇ ଦଶନ୍ଧି ଧରି ଅନୁଗୁଳର ପରିବେଶ ବିଗିଡ଼ିବାରେ ଲାଗିଛି। ଜିଲ୍ଲା ପରିବେଶ ସମିତି ତଥା ଜିଲ୍ଲାର ମୁଖିଆମାନେ ଏଥିପ୍ରତି ଯେଭଳି ଦୃଷ୍ଟି ଦେବା କଥା ତାହା ଦେଉନାହାନ୍ତି। ପରିବେଶ ଦିବସ ଆସିଗଲେ କାଗଜ କଲମରେ, ଖବରକାଗଜରେ ଚାରା ରୋପଣରର…

Continue Readingଅନୁଗୁଳର ପରିବେଶ ବିଗୁଡ଼ୁଛି: ଉତ୍ତାପ ବଢ଼ୁଛି

୫ରୁ ବୁଲିବ ‘ଗାଁ ଆମ୍ବ ପସରା’ ଗାଡ଼ି, ଫୋନ୍ କଲେ ଘରେ ପହଞ୍ଚିବ ସ୍ବାଦିଷ୍ଠ ଆମ୍ବ

ଅନୁଗୁଳ: ଜିଲ୍ଲାର ସୁଆଦିଆ ଓ ରସାଳ ଆମ୍ବକୁ ଗାଁ’ରେ ଓ ପୌରାଞ୍ଚଳର ପ୍ରତି ଘର ମୁହଁରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୫ ତାରିଖରୁ ଉତ୍ପାଦକ ଦଳ ଓ କୃଷକ ଉତ୍ପାଦକ ସଂଘ ଦ୍ବାରା ଅମଳ ହେଉଥିବା…

Continue Reading୫ରୁ ବୁଲିବ ‘ଗାଁ ଆମ୍ବ ପସରା’ ଗାଡ଼ି, ଫୋନ୍ କଲେ ଘରେ ପହଞ୍ଚିବ ସ୍ବାଦିଷ୍ଠ ଆମ୍ବ

ଅନୁଗୁଳରେ କୋଭିଡ୍ ମୃତ୍ୟୁ ସଂଖ୍ୟା ସେଞ୍ଚୁରି ଟପିଲା

ଅନୁଗୁଳ: ସମୁଦ୍ରରେ ଝଡ଼, ଶ୍ମଶାନରେ ଶବ କୁଢ଼ କୁଢ଼ । କିଏ ବାପା, ମାଆକୁ ହରାଇ ଅନାଥ ତ କାହା ମଥାରୁ ଲିଭିଲାଣି ସିନ୍ଦୁର । କିଏ ପୁଣି ଭାଇକୁ ହରାଇ ଅସହାୟ। ସବୁଠି ସେହି ଅଦୃଶ୍ୟ ଭୂତାଣୁ କରୋନାର ଭୟ…

Continue Readingଅନୁଗୁଳରେ କୋଭିଡ୍ ମୃତ୍ୟୁ ସଂଖ୍ୟା ସେଞ୍ଚୁରି ଟପିଲା

ଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଆକ୍ରମଣରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ଭୀମ ଦେହୁରୀ(୪୬) ନିଜଘରେ ଥିଲେ। ଜମିବାଡ଼ି ବିବାଦ ଯୋଗୁଁ ତାଙ୍କ…

Continue Readingଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ