ଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ଅନୁଗୁଳ: ଗତ ଦୁଇ ସପ୍ତାହ ଧରି ଲାକଡାଉନ ଓ ସପ୍ତାହାନ୍ତ ସଟଡ଼ାଉନ୍ ଜାରି ରହିଛି । ଏଥିରେ ସ୍ୱଚ୍ଛଳ ଵର୍ଗର ଲୋକେ ଯାହା ଯେମିତି ଚଳୁଛନ୍ତି କିନ୍ତୁ ବାସହୀନ ଦୁଃଖୀରଙ୍କି ଏବଂ ମାନସିକ ଅସନ୍ତୁଳନ ଥିବା ବ୍ୟକ୍ତି ଖାଇବାକୁ ନପାଇ ବଡ଼…

Continue Readingଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ଜଣେ ଗିରଫ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ବନାଞ୍ଚଳର ଚିନ୍ତାମଣିପୁର ଗ୍ରାମରୁ ଏକ ଅଟୋରିକ୍‌ସା ସହ ୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ ହୋଇଛି । ଗାଡ଼ି ଚାଳକ ଫେରାର୍ ହୋଇଯାଇଥିବା ବେଳେ ତା’ର ସହଯୋଗୀ କିଶୋରନଗର ଥାନା ବଙ୍କାପଳସା ଗ୍ରାମର ଲବ ସାହୁ(୨୯) କୁ…

Continue Reading୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ଜଣେ ଗିରଫ

ବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ଅନୁଗୁଳ: ଥର୍ମାଲ ନିକଟସ୍ଥ ଏସ୍ଏସ୍ ହସ୍ପିଟାଲ ପକ୍ଷରୁ ବିଶ୍ଵ ମାତୃ ଦିବସ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରଖାନାରେ ମାତୃତ୍ଵ ଲାଭ କରିଥିବା ମହିଳାମାନଙ୍କୁ…

Continue Readingବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ

ଅନୁଗୁଳ: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର(୭୮)ଙ୍କ ରବିବାର କରୋନାରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ପ୍ରକାଶ ପାଇଛି। ସ୍ବଗର୍ତ ମହାପାତ୍ରଙ୍କ ମୃତ୍ୟୁ କେବଳ ଓଡ଼ିଶା କାହିଁକି…

Continue Readingପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ

ବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଅନୁଗୁଳ: ବଅଁରପାଳ ବ୍ଲକ୍‌ ତଥା ନାଲ୍‌କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର ସାଇକେଲ୍ ଉଦ୍ଧାର କରାଯାଇଥିବା ଭଡ଼ାଘର ତଲାସି…

Continue Readingବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

ଅନୁଗୁଳ: କରୋନାର କରାଳତା ମଧ୍ୟରେ ଦେଶର ବିଭିନ୍ନ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ବହୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅକ୍ସିଜେନ୍‌ର ଏହି ଅଭାବକୁ ଦୂର କରିବାରେ ଅନୁଗୁଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।…

Continue Readingଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଅନୁଗୁଳ: ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିପାଇଁ ମହାନଦୀ କୋଲ  ଫିଲଡ଼ (ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

Continue Readingଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

କରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ଅନୁଗୁଳ : ପୁଣି ହଜିଗଲା ମାନିବକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା…

Continue Readingକରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍‌ର ଠାକୁରଗଡ଼ ପଂଚାୟତ ଇଲାକାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଲଳିତ ମାହନ ବେହେରା। ଠାକୁରଗଡ଼ର ବଳରାମ ପୃଷ୍ଟିଙ୍କ ଘର ଠାରୁ ଚିତ୍ର ନାୟକଙ୍କ ଘର…

Continue Readingଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

କରୋନା ପାଇଁ ନାଲ୍‌କୋ ପକ୍ଷରୁ ହେଲ୍ପଲାଇନ୍ ଜାରି

ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନାଲ୍‌କୋ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନାଲ୍‌କୋନଗରରେ  ୨୪ ଘଣ୍ଟିଆ କୋଭିଡ୍ କଲ୍‌ସେଣ୍ଟର ଓ ହେଲ୍ପଲାଇନ୍ ଆରମ୍ଭ କରାଯାଇଛି। କରୋନା ସଂପର୍କରେ…

Continue Readingକରୋନା ପାଇଁ ନାଲ୍‌କୋ ପକ୍ଷରୁ ହେଲ୍ପଲାଇନ୍ ଜାରି