ଅନୁଗୁଳରେ ଜୋରଦାର ହେଲା ମାସ୍କ ଯାଞ୍ଚ
ଅନୁଗୁଳ: ଅନୁଗୁଳ ବଜାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ବରେ ମାସ୍କ ଓ ସାମାଜିକ ଦୂରତା ନେଇ ଯାଞ୍ଚ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବସଷ୍ଟାଣ୍ଡ, ସଞ୍ଜିବନୀ ମାର୍କେଟ, ଲକ୍ଷ୍ମୀ ବଜାର, ମୁଖ୍ୟ ବଜାର ଅଞ୍ଚଳରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ…
