ଆଜି ଟିକାକରଣ ବନ୍ଦ
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାରେ କୋଭିଡ ଟିକାକରଣ ହେବନାହିଁ। ଟିକା ଶେଷ ହୋଇ ଯାଇଥିବାରୁ ଟିକାକରଣ ବନ୍ଦ ରହିବ। ଟିକା ଆସିଲା ପରେ ପୁଣି ଟିକାକରଣ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରବିବାର ପାଇଁ ଗତକାଲି ଟିକାକରଣ ବନ୍ଦ…
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାରେ କୋଭିଡ ଟିକାକରଣ ହେବନାହିଁ। ଟିକା ଶେଷ ହୋଇ ଯାଇଥିବାରୁ ଟିକାକରଣ ବନ୍ଦ ରହିବ। ଟିକା ଆସିଲା ପରେ ପୁଣି ଟିକାକରଣ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରବିବାର ପାଇଁ ଗତକାଲି ଟିକାକରଣ ବନ୍ଦ…
ଅନୁଗୁଳ : ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ରବିବାର ପାଳିତ ହୋଇଯାଇଛି। ସ୍ଥାନୀୟ ରୋଟାରୀ ପଵ୍ଲିକ ସ୍କୁଲ ପରିସରରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ 'ଅଭିନନ୍ଦନମ -୨୦୨୧' ପାଳିତ ହୋଇଥିଲା। ଉତ୍ସଵରେ ମୂଖ୍ୟ ଅତିଥି…
ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ବିଶ୍ୱାଳ ସାହି ମା' ହିଙ୍ଗୁଳା କ୍ଲବ ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ-ପରିବାର ଓ ମା' ହିଙ୍ଗୁଳା କ୍ଲବ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଜଣେ ମହିମା ଧର୍ମାବଲମ୍ବି ମାତାଙ୍କୁ ଦୁଷ୍କର୍ମକରି ବାବା ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଧୁପୁର ହରିଜନ ସାହି କୋଠଘରେ ହରିହର ନାଏକ(୬୫) ନାମକ ଜଣେ ବାବା ରହୁଥିଲେ।…
ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍କୋ ନନ୍ଏକଜିକ୍ୟୁଟିଭ ଶ୍ରମିକ ସଙ୍ଗଠନ ଏମସ, ନେସ୍ ଏବଂ ନେପୁ ପକ୍ଷରୁ ପ୍ରତ୍ୟେକ କର୍ମଚାରୀଙ୍କୁ ଲାପ୍ଟପ୍ ଯୋଗାଣ ନେଇ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯାଇଥିଲା। ତେବେ କର୍ମଚାରୀଙ୍କ ଦାବି ନେଇ ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ଚଳିତ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଜଣେ ଚୋରଙ୍କୁ ଗିରଫରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ କିଛିଦିନତଳେ ଝିଣ୍ଟିପାଳ ଗାଁର ଋଷଭ ସାହୁଙ୍କ ଦୋକାନରୁ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବାପରେ ପୁଲିସ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ କଣଲୋଇ ଗାଁର ଦୁଶାସନ ଦେହୁରୀଙ୍କ ଘରେ ଚଢାଉ କରି ଚମଡ଼ା ଲଗା ବାରାହା ମାଂସ ଜବତ କରିଛି ଏଥିସହ ଦୁଶାସନକୁ ଅଟକ ରଖି…
ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀକୁ ଲାଗି ରହିଥିବା କେନାଲ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କର ଗଳିତ ଶବକୁ ଉଦ୍ଧାର କରିଛି ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଳିତ ଶବକୁ ଦେଖି ସ୍ଥାନୀୟ ଲୋକ…
ଅନୁଗୁଳ: ଅନୁଗୁଳ ସହରର କଲେଜ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ମାରୁତି ବ୍ରିଜା କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଭିତରକୁ ପସିଯାଇଥିଲା। ଫଳରେ ଦୋକାନଟି ଭାଙ୍ଗିରୁଜି ଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉପରତଳ ହେଉଥିବା ବେଳେ ଶନିବାର ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କକୁ ଖସିଚି।ଆଜି ଜିଲ୍ଲାରେ ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ…