ଅମଲାପଡ଼ା କ୍ରିକେଟ୍ ଉଦଯାପିତ
ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମହାବିନାୟକ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାପଡ଼ିଆଠାରେ ଚାଲିଥିବା ଚତୁର୍ଥ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ରାତିରେ ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ରେ ଅନୁଗୁଳ ଲୁଟୁ ୱାରିୟର୍ସକୁ ହରାଇ ଭୁବନେଶ୍ବର କ୍ରିକେଟ୍ କ୍ଲବ୍ ଚାମ୍ପିଅନ୍ ହୋଇଛି। ଲୁଟୁ…
