ସ୍କ୍ରାପ୍ ଜବତ, ଦୁଇ ଗିରଫ
ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ…
ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ…
ଅନୁଗୁଳ: ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେଇଥିଲା ଏୟାର ଫୋର୍ସ । ହେଲେ ଏହି କ୍ଷତିପୂରଣ ରାଶିକୁ ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର ନକରି ଆତ୍ମସାତ୍ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୁଳ ଅମଲାପଡ଼ାରେ ଥିବା ଏନ୍ଜିଓ ହ୍ୟୁମାନ୍…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁରପେଟା ଡ୍ୟାମ୍ ନିକଟ କସ୍ତୁରୀ ହୋଟେଲ୍ ଠାରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ…
ଅନୁଗୁଳ:ପାଳଲହଡା ଅଞ୍ଚଳରେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ଖଟିଆରେ ଦେଢ କିଲୋମିଟର ବୁହା ହୋଇଛନ୍ତି ରୋଗୀ । ଏମିତି ଏକ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ…
ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଞ୍ଚଳରେ ଗତ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି ।ସାଙ୍ଗସାଥୀଙ୍କୁ ଧରି ଶ୍ୱଶୁର ମାରଣାସ୍ତ୍ରରେ ଜ୍ଵାଇଁକୁ ଆକ୍ରମଣ କରିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏକ ମାମଲା…
ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ମଙ୍ଗଳବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା ବେଳେ ଅନୁଗୁଳ କୋଭିଡ ଏସ୍କର୍ଟ ଟିମ୍ ଚଢ଼ଉ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସୂଚନା ମୁତାବକ,ମଙ୍ଗଳବାର ଅପରାହ୍ନରେ ଛେଳିଆପଡ଼ା ଗାଁରେ ବାବୁଲି…
ଅନୁଗୁଳ: ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ସେ କହିଛନ୍ତି, ” ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ଏବଂ…
ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳ ପୌରପାଳିକା ପରିମଳ ବିଭାଗରେ ଲାଗି ରହିଥିବା ଅଚଳ ଅଵସ୍ଥା ଶେଷରେ ଦୂର ହୋଇଛି। ବିଳମ୍ବରେ ହେଉ ପଛେ ସଫେଇ କର୍ମଚାରୀମାନେ ଧାରଣାରୁ ଓହରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ସଫେଇ କର୍ମଚାରୀ…
ଅନୁଗୁଳ: ବଅଁରପାଳ ଥାନା ଇଲାକାରେ ବେଧଡକ ଭାବେ ଚାଲିଛି ମଦ ବିକ୍ରି। ଏହି ଚୋରା କାରବାରରେ ରୋକ୍ ଲଗାଇବା ପାଇଁ ବଅଁରପାଳ ପୁଲିସ୍ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ନୂଆହତା ଗ୍ରାମର ଏକ ଦୋକାନରେ ଚଢ଼ାଉ କରି…
ଅନୁଗୁଳ: ପବିତ୍ର ଶୀତଳ ଷଷ୍ଠୀରେ ଅନୁଗୁଳ ଜିଲ୍ଲାର ସମସ୍ତ ଶୈବପୀଠରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା। ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ…