କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ
ଅନୁଗୁଳ: କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ମିଥ୍ୟା ଗୁଜବ ପ୍ରଚାର କରି ଜଣେ ସାମ୍ବାଦିକ ପୋଲିସ ହାତରେ ଗିରଫ ହୋଇଛନ୍ତି ।ମଙ୍ଗଳବାର ୮ତାରିଖ ଦିନ ବନ୍ତଳା ଅଂଚଳର ସାମ୍ବାଦିକ ବିଜୟ ସ୍ୱାଇଁ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି…
ଅନୁଗୁଳ: କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ମିଥ୍ୟା ଗୁଜବ ପ୍ରଚାର କରି ଜଣେ ସାମ୍ବାଦିକ ପୋଲିସ ହାତରେ ଗିରଫ ହୋଇଛନ୍ତି ।ମଙ୍ଗଳବାର ୮ତାରିଖ ଦିନ ବନ୍ତଳା ଅଂଚଳର ସାମ୍ବାଦିକ ବିଜୟ ସ୍ୱାଇଁ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି…
ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ କମୁଛି। ଏହା ଅର୍ଥ ନୁହେଁ, ଅବହେଳା କରିବା। ବରଂ ଏବେ ବି କଠୋର କୋଭିଡ୍ ନିୟମ ପାଳିବାର ଆବଶ୍ୟକତା ରହିଛି। ଆଉ ଏହି ନିୟମକୁ ଆସନ୍ତା ରଜ ଓ ସାବିତ୍ରୀରେ କଡାକଡି ଭାବେ ପାଳନ କରିବାକୁ…
ଅନୁଗୁଳ: ସୋମବାର ରାତିରେ ଛେଣ୍ଡିପଦା ତହସିଲ୍ ଇଲାକା ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ ବେଳେ ଉପଜିଲ୍ଲାପାଳ ଓ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ନଦୀ ପଠାରୁ ୨ଟି ଜେସିବି ଓ ଗୋଟିଏ ଟିପ୍ପର ଜବତ…
ଅନୁଗୁଳ: ତାଳଚେର ବ୍ଲକ କୁମୁଣ୍ଡା ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମଗ୍ର ପଞ୍ଚାୟତକୁ ମଙ୍ଗଳବାର ଠାରୁ ୪ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ସ୍ଥାନୀୟ ସରପଞ୍ଚ ବିରଞ୍ଚି ସାହୁ ଆସନ୍ତା ୧୧ ତାରିଖ…
ଅନୁଗୁଳ:ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟ ମାଧିଆମୁଣ୍ଡା ଛକ ନିକଟ ରାସ୍ତା କଡ଼କୁ ଏକ କାର ଖସି ପଡ଼ିବାରୁ ବାପ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ ଉଭୟଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୁଳ ଡାକ୍ତରଖାନା ପଠାଇଥିଲା। ଉଭୟ…
ଅନୁଗୁଳ: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି…
ଅନୁଗୁଳ: କରୋନା ମହାମାରୀର ଦ୍ଵିତୀୟ ଲହର୍ ସାଂଘାତିକ ରୂପ ନେଲାଣି। ତେବେ ଟିକା ଏହି ମାହାମାରୀର ଏକମାତ୍ର ରକ୍ଷା କବଚ ସାଜିଥିବାରୁ ଔଷଧ ଦୋକାନୀ ଓ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କ ଟିକାକରଣ କରାଯିବାକୁ ଦାବି ହୋଇଛି। ସରକାରଙ୍କ ନିର୍ଦ୍ଦେଶମତେ ଏହି ଔଷଧ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କୃଷକମୋର୍ଚା ସଭାପତି ବିଜୟ ମାଝୀଙ୍କ ନେତୃତ୍ବରେ ସୋମବାର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରବି ଋତୁରେ ସମସ୍ତ ଚାଷୀଙ୍କଠାରୁ…
ଅନୁଗୁଳ: ବିବାହ ହେଉ ଅବା ଶୁଦ୍ଧିକ୍ରିୟା ଅନୁମତି ପାଇଁ ଆଉ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଏଣିକି ଅନଲାଇନ୍ରେ ମିଳିବ ଏହି ସେବା । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନିତି ନୂଆ ନୂଆ ପଦକ୍ଷେପ ନେଉଥିବା ବେଳେ…
ଅନୁଗୁଳ: କମୁନି କରୋନା କଷଣ । ଭୂତାଣୁ ଭୟରେ ବନ୍ଦ ହୋଇରହିଛି ଧର୍ମାନୁଷ୍ଠାନ। ଭକ୍ତ ଓ ଭଗବାନ ମଧ୍ୟରେ ଝୁଲୁଛି ତାଲା। ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ମନା। ଗତବର୍ଷ କରୋନା ମାଡ଼ରେ ଉଡିଯାଇଥିଲା ପାର୍ବଣ ମହକ। ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି…