ଜୁନ୍ ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଅନୁଗୁଳ: ଜୁନ୍ ୮ରୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୧୧ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି…
ଅନୁଗୁଳ: ଜୁନ୍ ୮ରୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୧୧ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି…
ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସୋମବାର ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଟିକାଦାନ ଆରମ୍ଭ ହୋଇଛି। ରବିବାର…
ଅନୁଗୁଳ: ତ୍ରିରଙ୍ଗାକୁ ଅସମ୍ମାନ। ମାସାଧିକ କାଳ ଅନ୍ଧାରରେ ଉଡ଼ିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ପଡ଼ିଛି। ଅନୁଗୁଳ ରେଲୱେ ଷ୍ଟେସନ୍ଠାରେ ଏଭଳି ଘଟଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।ରେଳ ବିଭାଗ କେବଳ ଏକ ବିରାଟ ଖମ୍ବରେ ଜାତୀୟ ପତାକା…
ଅନୁଗୁଳ: ସାପ୍ତାହିକ ସଟଡାଉନକୁ ନ ମାନି ରବିବାର ଅନୁଗୁଳର ଅନେକ ଆଇଁଷ ଦୋକାନୀ ତଣ୍ଡ ଗଣିଥିବା ଜଣାପଡିଛି।କରୋନା ସଂକ୍ରମଣରେ ଜିଲ୍ଲା ଓଡ଼ିଶାରେ ବଦନାମ ମୁଣ୍ଡାଇ ଥିବାବେଳେ ଅମାନିଆ କିନ୍ତୁ ଚେତୁ ନାହାଁନ୍ତି। ନାନା ବାହାନା କରି ଛକ ବଜାରରେ ଚକ୍କର କାଟି…
ଅନୁଗୁଳ:ସଂପ୍ରତି କରୋନା ସମୟରେ ଖବର ପାଇ ଚିନ୍ମୟୀ ନିଜର ଉଲ୍ଲେଖନୀୟ ସମାଜସେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛେଣ୍ଡିପଦା ବ୍ଲକ୍ ଜରପଡ଼ାରେ ରହୁଛନ୍ତି ଚିନ୍ମୟୀ ଦାସ। ସଂକ୍ରମଣ ଭୟରେ କେତେକ ସ୍ଥାନରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ନିକଟକୁ…
ଅନୁଗୁଳ: ତାଳଚେରର ରେମୁଆଁ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଏକ ଓମ୍ଫେଡ୍ ପାର୍ଲରକୁ ସିଲ୍ କରାଯିବା ସହ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସପ୍ତାହାନ୍ତ ସଟ୍ଡାଉନ୍ ଯୋଗୁଁ ଶନିବାର ଓ ରବିବାର ସମସ୍ତ ଦୋକାନ ବନ୍ଦ ରହିଥିଲା ବେଳେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବଦଳିବ ଚିତ୍ର । ବୃଦ୍ଧି ପାଇବ ଚିକିତ୍ସା ଭିତ୍ତିଭୂମି । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି ।…
ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ସହ ସମସ୍ତଙ୍କୁ…
ଅନୁଗୁଳ: ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନୀକୁ ନେଇ ବିଧାୟକ, ସାଂସଦ ମୁହାଁମୁହିଁ । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଫଳରେ ତାକୁ ନେଇ ଫାୟାର ହୋଇଯାଇଥିଲେ ସାଂସଦ ମହୋଦୟ…
ଅନୁଗୁଳ: ଜମିଜମା ବିବାଦରୁ ପ୍ରତିଶୋଧପରାୟଣ ହୋଇ ପ୍ରତିପକ୍ଷଙ୍କ ଗାଡ଼ି ପୋଡ଼ିଦେବା ଅଭିଯୋଗରେ ନାଲ୍କୋ ଥାନା କନ୍ୟାବେଡ଼ା ଗ୍ରାମର ମୁନା ବେହେରା (୨୫)ଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି । ପୁଲିସ ସୂଚନା ମୁତାବକ, ସତ୍ୟଭାମା ରାଏଙ୍କ ସହ…