ଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଅନୁଗୁଳ: ଜିଲ୍ଲାରେ ଥିବା ବାପ-ମା’ଛେଉଣ୍ଡ ପିଲାଙ୍କ ଥଇଥାନକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ। ବାପା-ମା'ଙ୍କୁ ହରାଇବା ପରେ ସେମାନଙ୍କର ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି । ରବିବାର…

Continue Readingଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଶିକାରୀ ଗିରଫ, ବନ୍ଧୁକ ଜବତ

ଅନୁଗୁଳ: କଣିହାଁ ବନାଞ୍ଚଳ ଅଧୀନସ୍ଥ ବଡ଼କାଠିଆ ସଂରକ୍ଷିତ ଜଙ୍ଗଲରୁ ସୋମବାର ଜଣେ ଶିକାରୀକୁ ବନବିଭାଗ ଗିରଫ କରିବା ସହ ତାପାଖରୁ ଏକ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତ କଣିହାଁ ଥାନା ବଡ଼ତ୍ରିବିଡା ପଞ୍ଚାୟତ ବାହାରିଆପୁର ଗ୍ରାମର ସୁଦାମ ସାହୁ(୪୫)। ଜଙ୍ଗଲରେ…

Continue Readingଶିକାରୀ ଗିରଫ, ବନ୍ଧୁକ ଜବତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ଵାରା ଜେଏସପିଏଲ କୋଭିଡ୍ କେୟାର ସେଣ୍ଟର୍ ଉଦ୍ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଜେଏସପିଏଲ ଠାରେ ନିର୍ମିତ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଜେଏସପିଏଲ୍ ର ଅଧ୍ୟକ୍ଷ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ଵାରା ଜେଏସପିଏଲ କୋଭିଡ୍ କେୟାର ସେଣ୍ଟର୍ ଉଦ୍ଘାଟିତ

ଦୋକାନ ସିଲ୍, ୭ ହଜାର ଜରିମାନା ଆଦାୟ

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ସଂକ୍ରମଣ ସତ୍ତ୍ଵେ ସାମାଜିକ ଦୂରତ୍ୱ ଓ ମାସ୍କକୁ ଗୁରୁତ୍ବ ଦେଉନାହାନ୍ତି। କଟକଣାରେ ମଧ୍ୟ ସହରର ବିଭିନ୍ନ ଦୋକାନରେ ଭିଡ଼ ଲାଗୁଛି। ସୋମବାର ପୂର୍ବାହ୍ନରେ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ହୋଇଥିଲା । ଅନୁଗୁଳ ଥାନା ପୁଲିସ୍‌ ପକ୍ଷରୁ…

Continue Readingଦୋକାନ ସିଲ୍, ୭ ହଜାର ଜରିମାନା ଆଦାୟ

କାର୍‌ରୁ ଟାୟାର୍ ଚୋରି

ଅନୁଗୁଳ: କରୋନା କାଳରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୋଲିୟରୀ ଥାନା ଇଲାକା ଘଣ୍ଟପଡ଼ା ଗ୍ରାମରୁ ଏକ କାରରୁ ଟାୟାର ଚୋରି ହୋଇଛି । ଏନେଇ କାର୍ ଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ,…

Continue Readingକାର୍‌ରୁ ଟାୟାର୍ ଚୋରି

ମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅନୁଗୁଳ: କରୋନା ସମୟରେ ସରକାରଙ୍କ ନିୟମ ନମାନି ବିବାହ ଉତ୍ସବରେ ଭୋଜିଭାତ କରିବା ଗୃହକର୍ତ୍ତାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ପ୍ରକାଶ ଯେ, ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ରବିବାର ଏକ…

Continue Readingମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅବକାରୀ ଚଢ଼ଉ, ଜଣେ ଗିରଫ

ଅନୁଗୁଳ: ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଓ ତାଳଚେର ଅବକାରୀ ବିଭାଗ ରବିବାର ମିଳିତ ଭାବେ ସାନହାର ଜଙ୍ଗଲରେ ଚଢ଼ଉ କରି ୪ ହଜାର କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲ ଭିତରେ ମଦ ରାନ୍ଧିବାକୁ ମହୁଲ ପୋଚ କରାଯାଇଥିବା…

Continue Readingଅବକାରୀ ଚଢ଼ଉ, ଜଣେ ଗିରଫ

ଜିଲ୍ଲାରେ ତମ୍ବାଖୁ ନିୟନ୍ତ୍ରଣ ଫେଲ: ଲୁଚାଛପାରେ ଚାଲିଛି କାରବାର

ଅନୁଗୁଳ: ମେ ୩୧ ତାରିଖକୁ ବିଶ୍ୱ ତମ୍ବାଖୁ ବିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା କେବଳ ସଭା ସମିତି ଅବା ସ୍ଲୋଗାନ ଭିତରେ ସୀମିତ ରହୁଛି । କୋଭିଡ୍ ଭଳି ମହାମାରୀ ସମୟରେ ପ୍ରତି ଛକବଜାରରେ ଲୁଚା ଚୋରାରେ…

Continue Readingଜିଲ୍ଲାରେ ତମ୍ବାଖୁ ନିୟନ୍ତ୍ରଣ ଫେଲ: ଲୁଚାଛପାରେ ଚାଲିଛି କାରବାର

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ୬ ଗିରଫ

ଅନୁଗୁଳ: ପୂର୍ବ ଶତୃତାକୁ କେନ୍ଦ୍ର କରି ସଦର ଥାନା ଇଲାକା ନୂଆପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ତୁମଳକାଣ୍ଡ ଘଟିଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ଉଭୟ ପକ୍ଷରୁ ଥାନାରେ…

Continue Readingପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ୬ ଗିରଫ

ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଅନୁଗୁଳ:ବାତ୍ୟା 'ୟାସ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ…

Continue Readingଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ