କରୋନା କେନ୍ଦ୍ରରେ ଚିକିତ୍ସା ଆରମ୍ଭ

ଅନୁଗୁଳ: ଆଠମଲ୍ଲିକ ମହାବିଦ୍ୟାଳୟ ଛାତ୍ରାବାସରେ ଉଦ୍‌ଘାଟିତ ହୋଇଥିବା କରୋନା ଯତ୍ନକେନ୍ଦ୍ର ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରୁ ଅଟୋ ଆମ୍ବୁଲାନ୍ସରେ ପ୍ରଥମ କରି ଦୁଇଜଣ ରୋଗୀ ଏଠାକୁ ଆସିଛନ୍ତି। ତାଙ୍କ ମଧ୍ୟରୁ ଜଣେ ସାନହୁଲା ପଞ୍ଚାୟତ ଓ ଅନ୍ୟଜଣକ କମ୍ପଲା…

Continue Readingକରୋନା କେନ୍ଦ୍ରରେ ଚିକିତ୍ସା ଆରମ୍ଭ

ଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ

ଅନୁଗୁଳ: ବୌଦ୍ଧ ସିଡିଏମଓ ଡ଼ା. ତ୍ରିଲୋଚନ ପ୍ରଧାନଙ୍କର ଅନୁଗୁଳ ସିଡିଏମ୍ଓ ଭାବରେ ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମ୍ଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି। ସଂପ୍ରତି କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ଗତ ଅବ୍ୟବସ୍ଥା…

Continue Readingଡା. ତ୍ରିଲୋଚନ ପ୍ରଧାନ ଅନୁଗୁଳର ନୂତନ ସିଡିଏମ୍ଓ

ଯୁବକଙ୍କୁ ଆକ୍ରମଣ

ଅନୁଗୁଳ: ଅନୁଗୁଳ ଥାନା ହୁଲୁରୁସିଂହାର ଗଗନ ସାହୁଙ୍କ ପୁଅ ମୁନା ସାହୁ(୨୭)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡ଼େରେଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଲିଙ୍ଗରା ଜୋରରେ ପାଣି ଛଡ଼ା ଯାଇଥିଲା। ଏହି ପାଣି ଦେଖିବା ପାଇଁ ସେଠାକୁ…

Continue Readingଯୁବକଙ୍କୁ ଆକ୍ରମଣ

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅତ୍ୟାଧୁନିକ ଆମ୍ବୁଲାନ୍ସ

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୁଳ ଜିଲ୍ଲା ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଅନୁମୋଦନ କରିଛନ୍ତି। ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ଏଥିରେ…

Continue Readingବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅତ୍ୟାଧୁନିକ ଆମ୍ବୁଲାନ୍ସ

ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିଲା

ଅନୁଗୁଳ: ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ଡେରେଜାଙ୍ଗ ଜଳସେଚନ ପ୍ରକଳ୍ପରୁ ସୋମବାର ରାତିରେ ପାଣି ଛଡ଼ାଯାଇଛି। ରାଜ୍ୟ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଯେଉଁ ଜଳସେଚନ ପ୍ରକଳ୍ପରେ ଶତକଡ଼ା ୫୦ ଭାଗରୁ ଊର୍ଦ୍ଧ୍ବ…

Continue Readingଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିଲା

କୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

ଅନୁଗୁଳ: କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା। ଗତ ୧୮ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ନ…

Continue Readingକୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

ଝରକା ତାଡ଼ି ଔଷଧ ଦୋକାନରୁ ଲୁଟ୍‌ପାଟ୍

ଅନୁଗୁଳ: କରୋନା କାଳରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଧଡ଼କ କରୁଛନ୍ତି ଲୁଟପାଟ୍ । ଅନୁଗୁଳ ସଦର ଥାନା ଇଲାକା ଚଣ୍ଡିଖମଣ ଛକରେ ଥିବା ଏକ ଔଷଧ ଦୋକାନରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ତାଡ଼ି…

Continue Readingଝରକା ତାଡ଼ି ଔଷଧ ଦୋକାନରୁ ଲୁଟ୍‌ପାଟ୍

ଶୁଦ୍ଧିକ୍ରିୟାରେ ଭୋଜିଭାତ, ୫ ହଜାର ଜରିମାନା, ସାହି ପଡ଼ୋଶୀଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ଅନୁଗୁଳ: କରୋନା ପାଇଁ ବିବାହ ଓ ଶୁଦ୍ଧିକ୍ରିୟାରେ କଟକଣା ଲାଗିଛି । ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରିବା ପାଇଁ ପ୍ରଶାସନ ଅନୁମତି ରହିଥିବା ବେଳେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଉଛି। ମାତ୍ର କରୋନା କଟକଣାକୁ ଉଲଂଘନ କରି ଅନୁଗୁଳ…

Continue Readingଶୁଦ୍ଧିକ୍ରିୟାରେ ଭୋଜିଭାତ, ୫ ହଜାର ଜରିମାନା, ସାହି ପଡ଼ୋଶୀଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ବଳଦ ଚୋରି ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାରିପରା ଗ୍ରାମର ଶରତ ନାଏକ। ତାଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜରପଡ଼ା ଥାନାରେ ମଧ୍ୟ ତାଙ୍କ ନାମରେ ଅନ୍ୟ…

Continue Readingବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା…

Continue Readingସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ