ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବନ୍ତଳା ଥାନା ଇଲାକା ମାଧପୁର ଗ୍ରାମର ପୁନିତ୍ ସାହୁ(୨୨) ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ବନ୍ତଳା ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଅନୁଗୁଳ:ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନୁଗୁଳ ପୌରାଞ୍ଚଳରେ ପୁରଣା ପଞ୍ଜିକରଣକୁ ଆଧାର କରି ଏହି ସହାୟତା ଦିଆଯାଉଥିବା ବେଳେ ଅନେକ ଉଠା ଦୋକାନୀ ଓ ବୁଲା…

Continue Readingସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ତାଳଚେରରେ ହେବ ଇନ୍‌ଡୋର୍‌ ଷ୍ଟାଡିୟମ୍

ଅନୁଗୁଳ: ତାଳଚେର ପୌରାଞ୍ଚଳରେ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ହେବ। ଜାତୀୟସ୍ତରର କ୍ରୀଡ଼ାବିତ୍‌ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ତାଳଚେର ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ…

Continue Readingତାଳଚେରରେ ହେବ ଇନ୍‌ଡୋର୍‌ ଷ୍ଟାଡିୟମ୍

ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଅନୁଗୁଳ: ଆଇଏମ୍ଏ ଏବଂ ଓମସା ପକ୍ଷରୁ ଜୁନ୍ ୧୮ ତାରିଖରେ ଜାତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଡାକ୍ତର ମାନେ କଳା ବ୍ୟାଜ୍ ପରିଧାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କୋଭିଡ୍…

Continue Readingଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଦିବସ

ଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା

ଅନୁଗୁଳ : ଭାରତୀୟ ସୈନ୍ୟ ବାହିନୀ ପ୍ରବେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଅନୁଗୁଳ ଜିଲ୍ଲାର ପ୍ରାର୍ଥୀମାନଙ୍କ ପରୀକ୍ଷା ଆସନ୍ତା ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ। ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

Continue Readingଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା

୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ

ଅନୁଗୁଳ: ବିଭିନ୍ନ ଦାବି ନେଇ କାର୍ଯ୍ୟରତ ଫାର୍ମାସିଷ୍ଟ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ସପ୍ତାହ ହେଲା ଫାର୍ମାସିଷ୍ଟମାନେ କଳାବ୍ୟାଜ ପିନ୍ଧି ଦାୟିତ୍ଵ ନିର୍ବାହ କରୁଛନ୍ତି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ…

Continue Reading୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ

ଦିବାଲୋକରେ କଳାକନା ବୁଲାଇଲେ

ଅନୁଗୁଳ: ତାଳଚେର ରେମୁଆଁ ଅଞ୍ଚଳରେ ଭଡ଼ାରେ ରହୁଥିବା ତୁଷାରକାନ୍ତି ସେନାପତିଙ୍କ ଘରେ ଗୁରୁବାର କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ସୁନା ଗହଣା ସହ ନଗଦ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା…

Continue Readingଦିବାଲୋକରେ କଳାକନା ବୁଲାଇଲେ

ଜଳିଗଲା ଟ୍ରାନ୍ସଫର୍ମର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଗୁରୁବାର ସକାଳେ ନିଆଁ ଲାଗିଯାଇଥିଲା ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଲାଇନ କାଟି ନିଆଁକୁ ଆୟତ୍ତ କରିନେଇଥିଲେ। ସୂଚନା ମୁତାବକ, ସକାଳ ପ୍ରାୟ…

Continue Readingଜଳିଗଲା ଟ୍ରାନ୍ସଫର୍ମର

ଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

ଅନୁଗୁଳ:କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଅନୁଗୁଳରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ…

Continue Readingଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

କ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଇଲେକ୍ଟ୍ରିକାଲ କଲୋନିର ଏକ କ୍ବାର୍ଟର୍ସ ପରିସରରୁ ଟିପିସିଓଡିଏଲ୍ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ କନିଷ୍ଠଯନ୍ତ୍ରୀ ବୀରେନ୍ କୁମାର ବେଉରିଆ (୨୩) ଓ ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଟିଣା…

Continue Readingକ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ