ବନ୍ଦ ହେବ ୫୨ ବର୍ଷର ଟିଟିପିଏସ୍ !
ଅନୁଗୁଳ: ଗତ ୫୨ ବର୍ଷ ଧରି ସାରା ରାଜ୍ୟକୁ ବିଦ୍ୟୁତ୍ ଯୋଗାଇ ଆସୁଥିବା ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍ ଏବେ ବନ୍ଦର ଦ୍ବାରଦେଶରେ। ୨ ହଜାର କର୍ମଚାରୀ ଛଟେଇ ଆଶଙ୍କାରେ ଭୀତତ୍ରସ୍ତ। ପ୍ଲାଣ୍ଟ ବନ୍ଦ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଛାଟ,…
ଅନୁଗୁଳ: ଗତ ୫୨ ବର୍ଷ ଧରି ସାରା ରାଜ୍ୟକୁ ବିଦ୍ୟୁତ୍ ଯୋଗାଇ ଆସୁଥିବା ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍ ଏବେ ବନ୍ଦର ଦ୍ବାରଦେଶରେ। ୨ ହଜାର କର୍ମଚାରୀ ଛଟେଇ ଆଶଙ୍କାରେ ଭୀତତ୍ରସ୍ତ। ପ୍ଲାଣ୍ଟ ବନ୍ଦ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଛାଟ,…
ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ହୁଲୁରିସି˚ହାରେ ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ନାକେଦମ୍ ହୋଇଛି ପ୍ରଶାସନ। ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ପ୍ରଶାସନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ସହ ରାସ୍ତାରେ ଶୋଇ ଯାଇଥିଲେ। ବାଧ୍ୟ…
ଅନୁଗୁଳ:ପରୀ ହତ୍ୟାକାଣ୍ଡ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ମୃତ ନାବାଳିକାକୁ ନ୍ୟାୟ ଦେବା ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି ରେ ବିଜେପି ପକ୍ଷରୁ ରାଜ୍ୟ ସାରା ପଦଯାତ୍ରା ଆୟୋଜନ କରାଯାଇଛି l ଏହି କ୍ରମରେ ଆଜି ଜିଲ୍ଲା ବିଜେପି…
ଅନୁଗୁଳ: ଅନୁଗୁଳ ପୁଲିସ୍ର ସ୍ପେଶାଲ ସ୍କ୍ବାଡ୍କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଦୁର୍ବୃତ୍ତମାନେ ଏକ ନିର୍ମା ଣାଧୀନ…
ଅନୁଗୁଳ: ମୃତ କୋଭିଡ୍ ଯୋଦ୍ଧା ସ୍ଵର୍ଗତ ଭାଗବାନ ଭୁକ୍ତାଙ୍କ ସ୍ତ୍ରୀ ପ୍ରମୋଜl ଭୁକ୍ତାଙ୍କୁ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ଦେଇଛନ୍ତି l ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା…
ଅନୁଗୁଳ: ପାରଦ ଖସିଲା। ଶୀତରେ ଥରୁଛି ଓଡ଼ିଶା । ଶୁକ୍ରବାରଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଶୀତ ଲହରି । ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ହାଡ଼ଭଙ୍ଗା ଶୀତ । ଶୁକ୍ରବାର ରାଜ୍ୟର ୧୦ଟି ସହରରେ ପାରଦ ୧୩ ଡିଗ୍ରୀ ସେଲସିୟସ୍…
ଅନୁଗୁଳ: ଅନୁଗୁଳ ପୌରପାଳିକା ଅଞ୍ଚଳରେ କାଞ୍ଜିଆହୁଦା ନଥିବାରୁ ଅନେକ ସମୟରେ ଗାଈଗୋରୁ ଷଣ୍ଢ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିବା ସହ ଦୁର୍ଘଟଣା ମଧ୍ଯ ଘଟୁଛି। କିଛି ସହରବାସୀ କ୍ଷୀର ଦୁହିଁ ସାରିବା ପରେ ରାସ୍ତାକୁ ଗାଈ…
ଅନୁଗୁଳ: ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ। କେତେବେଳେ ଫେସବୁକ୍ ହ୍ୟାକ୍ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଦଶଦିନ ତଳେ ଅନୁଗୁଳ ଥାନାରେ ୨ଟି ସାଇବର ଠକେଇ ହୋଇଥିଲା।…
ତାଳଚେର : ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ ' ମିମସାର୍ ' ସରକାରଙ୍କ ତତ୍ତ୍ଵାବଧାନରେ ଚଳାଇବା ଦାବିରେ ୩ଟି ପ୍ରମୁଖ ସଂଗଠନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର…
ଅନୁଗୁଳ: ଜବରଦଖଲରେ ବସ୍ଷ୍ଟାଣ୍ତ ଇଲାକା। ଗତ କିଛି ବର୍ଷ ଧରି ଅନୁଗୁଳ ବସ୍ଷ୍ଟାଣ୍ତର ଅଧିକା˚ଶ ଜାଗା କିଛି ଦୋକାନୀ ଜବରଦସ୍ତ ମାଡ଼ି ବସିଛନ୍ତି। ଅନେକ ଡ୍ରେନ୍ ଗୁଡ଼ିକୁ ପୋତି ଘର କରିଛନ୍ତି। ଡ୍ରେନ୍କୁ ପୋତିବା ଦ୍ବାରା ଆବର୍ଜନା ପାଣି ନିଷ୍କାସନ ହୋଇପାରୁନାହିଁ।…