ଜାନୁଆରୀରୁ ଖୋଲିବ ସ୍କୁଲ୍!

ଅନୁଗୁଳ: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ…

Continue Readingଜାନୁଆରୀରୁ ଖୋଲିବ ସ୍କୁଲ୍!

ଓଏଲ୍‌ଏକ୍ସରେ ଫର୍ଣ୍ଣିଚର ବିକିବା ପହଙ୍ଗା ପଡ଼ିଲା

ଅନୁଗୁଳ: କରୋନା କାଳରେ ସୀମା ଲଙ୍ଘିଛି ସାଇବର ଠକେଇ। ଓଏଲ୍‌ଏକ୍ସରେ ଫର୍ଣ୍ଣିଚର ବିକ୍ରି ବେଳେ ଅନୁଗୁଳ ସହରର ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଫର୍ଣ୍ଣିଚର ଖରଦି କରିଥିବା ସାଇବର ଠକ ମହିଳାଙ୍କୁ ଟଙ୍କା ଦେବ କ’ଣ, ବର˚ ତାଙ୍କ ଆକାଉଣ୍ଟରୁ…

Continue Readingଓଏଲ୍‌ଏକ୍ସରେ ଫର୍ଣ୍ଣିଚର ବିକିବା ପହଙ୍ଗା ପଡ଼ିଲା

ଡିଏଫ୍‌ଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଅନୁଗୁଳ: ମାତିଛନ୍ତି ସାଇବର ଠକ। ମଙ୍ଗଳବାର ଅପରାହ୍ଣରେ ସାତକୋଶିଆ ବନଖଣ୍ତର ଡିଏଫ୍‌ଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗଳବାର ଅପରାହ୍ଣ ସାଢେ଼ ୫ଟା ବେଳେ ଡିଏଫ୍‌ଓ ରାମସ୍ବାମୀ ପି.ଙ୍କ ଆକାଉଣ୍ଟକୁ ହ୍ୟାକ୍‌…

Continue Readingଡିଏଫ୍‌ଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌

ପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ଅନୁଗୁଳ: ରାଜ୍ୟରେ ଥିବା ପ୍ରସ୍ତାବିତ ୧୪ ଟି ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ ପଡ଼ିଥିବାରୁ ଏନ୍‌ଜିଟି କ୍ଷୁବ୍ଧ ହୋଇଛି। ଏହି ପ୍ରକଳ୍ପ ନେଇ ସବିଶେଷ ଆକ୍ସନ ପ୍ଲାନ୍‌ ଏନ୍‌ଜିଟିକୁ ଦିଆଯାଇ ନଥିବାରୁ ସେ ଏବେ ସରକାରଙ୍କୁ ଚରମ ବାଣୀ…

Continue Readingପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ

ଅନୁଗୁଳ: କେନ୍ଦ୍ର କୃଷି ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ। ଆନ୍ଦୋଳନକୁ ସମର୍ଥନ କରି ଚାଷୀ, ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ମଙ୍ଗଳବାର ଭାରତ ବନ୍ଦରେ ସାମିଲ ହୋଇଥିଲେ। ଏହି ସର୍ଭତାରତୀୟ ବନ୍ଦ ଆନ୍ଦେଳନର ମିଶ୍ରିତ ପ୍ରଭାବ ଅନୁଗୁଳରେ…

Continue Readingଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ

ନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ

ଅନୁଗୁଳ: ନୂଆବର୍ଷରୁ ଦେଶର ଜାତୀୟ ରାଜପଥ ଗୁଡିକରେ ଥିବା ସବୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ ହେବ। ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ଟୋଲ୍‌ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ୍‌ ରହିବ ନାହିଁ। ତେଣୁ ଗାଡ଼ି ମାଲିକମାନଙ୍କୁ ନିଶ୍ଚିତ…

Continue Readingନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ

ଅନୁଗୁଳ କୁକୁଡ଼ା ପାଳନ କେନ୍ଦ୍ରରେ ଚିଆଁ ଚାହିଦା ବଢ଼ୁଛି

ଅନୁଗୁଳ: ଅନୁଗୁଳ ସରକାରୀ କୁକୁଡ଼ା ପାଳନ କେନ୍ଦ୍ରର ସି˚ହଭାଗ ଜମି ଅନୁଗୁଳ ମେଡିକାଲ୍‌ ନେଇଯିବା ପରେ କୁକୁଡ଼ା ପାଳନ ଆପାତତଃ ବନ୍ଦ ହୋଇଯାଇଛି। କେବଳ ଜଗୁଆଳି ଅଫିସ୍‌କୁ ଜଗି ବସିଥିବା ବେଳେ ଅବଶିଷ୍ଟ ଜାଗାରେ ଥିବା କୁକୁଡ଼ା ହ୍ୟାଚେରୀ କିନ୍ତୁ ଚିଆଁ…

Continue Readingଅନୁଗୁଳ କୁକୁଡ଼ା ପାଳନ କେନ୍ଦ୍ରରେ ଚିଆଁ ଚାହିଦା ବଢ଼ୁଛି

ସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

ଅନୁଗୁଳ: ସିଡିଏମଓ ଅଫିସ ଆଗରେ ଅନୁଗୁଳ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଆୟୁଷ ଡାକ୍ତରମାନେ ସର୍ଜରୀ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ଏହାକୁ ବିରୋଧ କରି ଡାକ୍ତରମାନେ…

Continue Readingସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଦେଲେ ସହାୟତା

ଅନୁଗୁଳ: ଛେଣ୍ତିପଦା ଖଜୁରିଆ ସାହିର ପୂର୍ଣ୍ଣ ବେହେରାଙ୍କ ରୋଗିଣା ପୁଅର ରାଜ କୁମାର ବେହେରା (୩୪)ଙ୍କ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୫ ହଜାର ଟଙ୍କା ରେଡ୍‌କ୍ରସ୍‌ ପାଣ୍ଠିରୁ ପ୍ରଦାନ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଜଣେ ଶ୍ରମଜୀବୀ। ଅସୁସ୍ଥତା…

Continue Readingଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଦେଲେ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ପାଇଁ ବଅଁରପାଳ ଶିକ୍ଷକ ସ˚ଘର ସହାୟତା

ଅନୁଗୁଳ: ସୋମବାର ବଅଁରପାଳ ବ୍ଲକ୍‌ ଶିକ୍ଷକ ସ˚ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ବ୍ଲକ୍‌ର ୬୪୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟେକ ଗୋଟିଏ ଦିନର ବେତନ ଦାନ କରିଛନ୍ତି। ମୋଟ ୬ ଲକ୍ଷ ୯୮…

Continue Readingମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ପାଇଁ ବଅଁରପାଳ ଶିକ୍ଷକ ସ˚ଘର ସହାୟତା