ଛେଣ୍ଡିପଦା ବନାଞ୍ଚଳରେ ପୁଣି ଗଞ୍ଜେଇ ଚାଷ

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳରେ ପୁଣି ମାତିଲେଣି ଗଞ୍ଜେଇ ଚାଷୀ। ଗୁରୁବାର ନୂଆଗାଁ ପଂଚାୟତ ଡଙ୍ଗାପାଳ ଭାଲିଆସର ଜଙ୍ଗଲରେ ଅବକାରୀ, ପୁଲିସ୍ ଓ ବନ ବିଭାଗ ମିଳିତ ଚଢ଼ଉ କରି ପ୍ରାୟ ଦୁଇ ଏକର ଚାଷ ନଷ୍ଟ କରିଛନ୍ତି। ୪ ହଜାର ଗଞ୍ଜେଇ…

Continue Readingଛେଣ୍ଡିପଦା ବନାଞ୍ଚଳରେ ପୁଣି ଗଞ୍ଜେଇ ଚାଷ

ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

ଅନୁଗୁଳ: ବୁଧବାର ରାତିରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ ହୋଇଛି। ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଉଥିଲେ ହେଁ କାଠ ନେବାରେ ବିଫଳ ହୋଇଛନ୍ତି।ଏ ଘଟଣା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟି…

Continue Readingଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

ଅନୁଗୁଳରେ ହେବ ସାଇନ୍ସ ପାର୍କ

ଅନୁଗୁଳ: ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳରେ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ଏକ ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର, ଖଣ୍ତପଡ଼ା, ବାରିପଦା, ଘଟଗାଁ, ପୁରୀ, ରାଉରକେଲା ଆଦି…

Continue Readingଅନୁଗୁଳରେ ହେବ ସାଇନ୍ସ ପାର୍କ

୧୨ରେ ଜିଲ୍ଲା ଓକିଲ ସ˚ଘ ନିର୍ବାଚନ

ଅନୁଗୁଳ: ଆସନ୍ତା ୧୨ ତାରିଖରେ ଅନୁଗୁଳ ଓକିଲ ସ˚ଘ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବୁଧବାର ପ୍ରକାଶ ପାଇଛି। ନିର୍ବାଚନରେ ୬ଟି ପଦବି ପାଇଁ ମୋଟ୍ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି। ସଭାପତି, ଉପସଭାପତି,…

Continue Reading୧୨ରେ ଜିଲ୍ଲା ଓକିଲ ସ˚ଘ ନିର୍ବାଚନ

ମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଗାଳିଗୁଲଜ

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ହୁଲୁରୁସି˚ହା ଛକଠାରେ ୩ ଜଣ ନିଶାସକ୍ତ ଯୁବକଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା। ରାଜପଥ ଉପରେ ବେଧଡ଼କ ବାଇକ୍‌ ଠିଆ କରିଥିବା ବେଳେ ବାରଣ କରିବାରୁ ମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅଶ୍ଳୀଳ ଭାଷାରେ ନିର୍ଘାତ୍‌…

Continue Readingମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଗାଳିଗୁଲଜ

ପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

ଅନୁଗୁଳ: ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲ˚ଘନ କରି କଣିହାଁ ରାସ୍ତାରେ ବେଧଡ଼କ ଚାଲିଛି ପାଉଁଶ ପରିବହନ। ରାସ୍ତାରେ ପାଣି ସିଞ୍ଚନ ନକରି ଗାଡ଼ି ଚଳାଚଳକୁ ବିରୋଧ କରିବାରୁ କେତେକ ଦୁବୃର୍ତ୍ତ କମରେଇ ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।…

Continue Readingପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

ଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା କୃତ୍ତିବାସପୁର ଗ୍ରାମରେ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ସୋମବାର ଗଣ୍ତଗୋଳ ହୋଉଛି। ପରଦିନ ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି। କିଶୋର ଚନ୍ଦ୍ର ବେହେରାଙ୍କୁ ସେହି ଗ୍ରାମର ଦ୍ବାରୀ ବେହେରା, ବାସୁଦେବ…

Continue Readingଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

ଅନୁଗୁଳରେ ଏଡ୍‌ସ ଦିବସ

ଅନୁଗୁଳ: ବିଶ୍ବ ଏଡ୍‌ସ ଦିବସ ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କେବଳ ଜନସଚେତନତା ଦ୍ବାରା ହିଁ ଏଡ୍‌ସକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ। ଏହି…

Continue Readingଅନୁଗୁଳରେ ଏଡ୍‌ସ ଦିବସ

୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ଅନୁଗୁଳ : ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁର ସର୍ବନିମ୍ନ ୮.୮ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ…

Continue Reading୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ

ଅନୁଗୁଳ: ଶୀତର ଆଗମନ ହେଉଣୁ ସାତକୋଶିଆ ଅଭୟାରଣ୍ୟ ତଥା ମହାନଦୀ କୂଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ମହାନଦୀ ପଠାରେ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବିଦେଶୀ ପକ୍ଷୀ ବୁଲୁଥିବା ଦେଖାଯାଇଛି। ଶୀତ ଆସିଲେ ବିଦେଶୀ ପକ୍ଷୀ, ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ…

Continue Readingସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ