ଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ

ଅନୁଗୁଳ: ଶୈଳଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ୧୬ ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ବୀର ନାଗା ବେଶରେ ଦୁଇ ଭାଇ ଜଗା-ବଳିଆ ସଜେଇ ହୋଇଛନ୍ତି l ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା…

Continue Readingଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ

ଅଗ୍ନିକାଣ୍ଡ ଘଟି ୩ ବଖରା ଛାରଖାର

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତୁଳିଆ ପଞ୍ଚାୟତ ମୁଣ୍ଡାସାହିିରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି l କେଶବ ଦେହୁରୀଙ୍କର ୩ ବଖରା ଭସ୍ମୀଭୂତ ହୋଇଯାଇଛି l ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି l ଆସନ୍ତା ମାସରେ ଝିଅ ବାହାଘର…

Continue Readingଅଗ୍ନିକାଣ୍ଡ ଘଟି ୩ ବଖରା ଛାରଖାର

ବରସାହିରେ ଅଭାବନୀୟ ଘଟଣା

ଅନୁଗୁଳ: ଛେଣ୍ଡିପଦା ଥାନା ତଥା ବରସାହିି ପଞ୍ଚାୟତ ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସକାଳେ ଖୋକନ ବେହେରା (୪୫) ନାମକ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

Continue Readingବରସାହିରେ ଅଭାବନୀୟ ଘଟଣା

ଅନୁଗୁଳରେ ବନ୍ଦ, ଗଡିଲାନି ଚକ

ଅନୁଗୁଳ: ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ଆୟୋଜିତ ଦେଶବ୍ୟାପୀ ଧର୍ମଘଟ ସଫଳ ହୋଇଛି। ଅନୁଗୁଳରେ ଏହି ବନ୍ଦକୁ ବେଶ୍‌ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଶ୍ରମ କୋଡ୍‌କୁ ପ୍ରତ୍ୟାହାର, କୃଷକ ଆଇନକୁ…

Continue Readingଅନୁଗୁଳରେ ବନ୍ଦ, ଗଡିଲାନି ଚକ

ବିଦ୍ୟାଳୟ ମିଶ୍ରଣକୁ ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ୍ଦ ହେବ ୧୭୦ଟି ବିଦ୍ୟାଳୟ l ବିଦ୍ୟାଳୟ ଉଚ୍ଛେଦ ନେଇ ସରକାରୀ ପ୍ରକ୍ରିୟାକୁ ବିରୋଧ କରିଛି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ l ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି…

Continue Readingବିଦ୍ୟାଳୟ ମିଶ୍ରଣକୁ ଛାତ୍ର କଂଗ୍ରେସର ବିରୋଧ

ଆକାଉଣ୍ଟରୁ ୫୦ ହଜାର ଲୁଟି ଗିରଫ ହେଲେ ୨ ଅଭିଯୁକ୍ତ

ଅନୁଗୁଳ: ଗଫଲତି କରି ଅନ୍ୟ ଆକାଉଣ୍ଟରୁ ଟଙ୍କା ଲୁଟିନେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ବୁଧବାର ୨ ଜଣ ଯୁବକକୁ ଗିରଫ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ରlଛିପୁର ଗ୍ରାମର ମୋହନ…

Continue Readingଆକାଉଣ୍ଟରୁ ୫୦ ହଜାର ଲୁଟି ଗିରଫ ହେଲେ ୨ ଅଭିଯୁକ୍ତ

କୋହଲା ପାଗ, ଥରାଉଛି ଶୀତ

ଅନୁଗୁଳ: ବାତ୍ୟା ନିଭା ପ୍ରକୋପରେ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇଛି। ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି। ଆଜି ଦକ୍ଷିଣ ଓଡ଼ିଶାର…

Continue Readingକୋହଲା ପାଗ, ଥରାଉଛି ଶୀତ

ବୋଇତ ବନ୍ଦାଣ ଉତ୍ସବ ବନ୍ଦ

ଅନୁଗୁଳ: ଚଳିତ ବର୍ଷ କରୋନା କଟକଣା ପାଇଁ ସବୁ ପର୍ବପର୍ବାଣୀ ବନ୍ଦ। ଏଣୁ ସରକାର ନଈନାଳ, ପୋଖରୀ କୂଳରେ ହେଉଥିବା ସାର୍ବଜନୀନ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବା ଡଙ୍ଗାଭସାଣ ବନ୍ଦ କରିଛନ୍ତି। କାର୍ତ୍ତିକ ଭଳି ଧାର୍ମିକ ମାସରେ ବୋଇତ ବନ୍ଦାଣ ଓ…

Continue Readingବୋଇତ ବନ୍ଦାଣ ଉତ୍ସବ ବନ୍ଦ

ନାବାଳିକାର ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ପାଳଲହଡା ବ୍ଲକ ତଥା ଖମାର ଥାନା ରୋହିରା ରୁଗୁଡିସାହିରେ ଜଣେ ୧୫ ବର୍ଷର ନାବାଳିକା ପାର୍ବତୀ ହେମ୍ବ୍ରମଙ୍କର ବୁଧବାର ସନ୍ଦେହଜନକ ଭାବରେ ମୃତ୍ୟୁ ହେଇଛି। ଏକ କେନ୍ଦୁଗଛରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ନାବାଳିକାର ନିଜଘର ଡିମିରିଆ ପଞ୍ଚାୟତର…

Continue Readingନାବାଳିକାର ସନ୍ଦେହଜନକ ମୃତ୍ୟୁ

ଆସନ୍ତାକାଲି ଭରତ ବନ୍ଦ

ଅନୁଗୁଳ: ୨୬ ନଭେମ୍ବର ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବର୍ତ୍ତମାନ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଘୋଷଣା କରିଛି…

Continue Readingଆସନ୍ତାକାଲି ଭରତ ବନ୍ଦ