ଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ଅନୁଗୁଳ: ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ ସୁସ୍ଥ ସମର୍ଥ ଓ ଉନ୍ନତ ସମାଜ ଗଠନ ପାଇଁ ଶିଶୁ ମାନଙ୍କ ମଧ୍ୟରେ ସଂସ୍କାର ଆବଶ୍ୟକ। ଏହାକୁ…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ସାତକୋଶିଆ ଗଣ୍ଡରେ ମଗର-ଘଡ଼ିଆଳ ମୁହାଁମୁହିଁ: ଛୁଆକୁ ଖାଇ ଅଣ୍ଡିରା ଘଡ଼ିଆଳ ଥଣ୍ଟ ଛିଣ୍ଡାଇଲା ମଗର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ବଡ଼ ଅଘଟଣ। ଏଠାରେ ଦୁଇ ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ ଭୀଷଣ ଲଢ଼େଇ ହୋଇଥିବା ଜଣାପଡ଼ିଛି। ବିସ୍ତୀର୍ଣ୍ଣ ଗଣ୍ଡରେ ଆଧିପତ୍ୟ ବିସ୍ତାର କରି ରାଜତ୍ୱ କରିବା ପାଇଁ ଦୁଇଟି ବିରଳ ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ…

Continue Readingସାତକୋଶିଆ ଗଣ୍ଡରେ ମଗର-ଘଡ଼ିଆଳ ମୁହାଁମୁହିଁ: ଛୁଆକୁ ଖାଇ ଅଣ୍ଡିରା ଘଡ଼ିଆଳ ଥଣ୍ଟ ଛିଣ୍ଡାଇଲା ମଗର

ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଶ୍ଵ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସ ଟୁ ଜଷ୍ଟିସ" ପକ୍ଷରୁ କିଶୋରନଗର ବ୍ଲକ୍ ଉରୁକୁଲା ପଞ୍ଚାୟତର ଖମାର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାରେ ଶିଶୁଙ୍କୁ ନିଜର ଅଧିକାରରୁ ବଞ୍ଚିତ କରି…

Continue Readingବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ନେଇ ସଚେତନତା

ନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରି ମା’ ବୁଢୀ ଠାକୁରାଣୀଙ୍କୁ ଦୀପଦାନ

ଅନୁଗୁଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସନ୍ଧ୍ୟାରେ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।ଅନୁଗୁଳ ପୌରପାଳିକା…

Continue Readingନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରି ମା’ ବୁଢୀ ଠାକୁରାଣୀଙ୍କୁ ଦୀପଦାନ

ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଯୋଗ ଦେଲେ ମନ୍ତ୍ରୀ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା…

Continue Readingସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଯୋଗ ଦେଲେ ମନ୍ତ୍ରୀ

ମେଡିକାଲ କଲେଜ ହସ୍ପିଟାଲକୁ ନେଇ ବିଜେଡ଼ି ବିଜେପିର କାଦୁଅଫିଙ୍ଗା ବେଳେ ଚର୍ଚ୍ଚାରେ ପିଆଇଏଲ ପ୍ରସଙ୍ଗ

ଅନୁଗୁଳ: ଆଜି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଗୁଳ ସ୍ଥିତ ପିଏମପି ମେଡିକାଲ କଲେଜ୍ ହସ୍ପିଟାଲ ଓ ଟ୍ରମା କେୟାର ବୁଲି ଦେଖିବା ସହ ଜିଲ୍ଲା ବାସୀଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟ ସେବା ଦିଆଯିବ ସେଥିନେଇ ଅଧିକାରୀ ମାନଙ୍କୁ ପରାମର୍ଶ…

Continue Readingମେଡିକାଲ କଲେଜ ହସ୍ପିଟାଲକୁ ନେଇ ବିଜେଡ଼ି ବିଜେପିର କାଦୁଅଫିଙ୍ଗା ବେଳେ ଚର୍ଚ୍ଚାରେ ପିଆଇଏଲ ପ୍ରସଙ୍ଗ

ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ କଳିଙ୍ଗାଙ୍କୁ ଦୀପଦାନ କଲେ ଯୁବ ନେତା ସୌମ୍ୟରଞ୍ଜନ ସାହୁ ଓ କର୍ମୀ

ଅନୁଗୁଳ: ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ନିମନ୍ତେ ମୁମ୍ବାଇ ଯାଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ଅନୁଗୁଳୁ ପୌରାଞ୍ଚଳ ୱାର୍ଡ ନଂ ୯ ବଣିଆବାହାଳର ଆରାଧ୍ୟା ଦେବୀ…

Continue Readingନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ କଳିଙ୍ଗାଙ୍କୁ ଦୀପଦାନ କଲେ ଯୁବ ନେତା ସୌମ୍ୟରଞ୍ଜନ ସାହୁ ଓ କର୍ମୀ

ମହିମା ଜ୍ୟୋତି ଡିଗ୍ରୀ କଲେଜର ସଫଳତା

ଅନୁଗୁଳ: ଅନୁଗୁଳ ଖଣ୍ଡହତା ସ୍ଥିତ ମହିମା ଜ୍ୟୋତି ବିଜ୍ଞାନ ଡିଗ୍ରୀ କଲେଜର ସୁଯୋଗ୍ୟ ଛାତ୍ର ରାହୁଲ ବେହେରା ଚଳିତ ବର୍ଷ ନିଟ୍ ପରୀକ୍ଷାରେ ରାଜ୍ୟ କାଟାଗୋରୀ ରାଙ୍କ ୪୭୪ ରେ କୃତକାର୍ଯ୍ୟ ହୋଇଛନ୍ତି। ରାହୁଲ ଫୁଲପଡ଼ା ନିକଟ ସାନ୍ତରାପୁର (ଖ) ଗାଁର…

Continue Readingମହିମା ଜ୍ୟୋତି ଡିଗ୍ରୀ କଲେଜର ସଫଳତା

କାରଣ ନ ଦର୍ଶାଇ ୯୪ ଶ୍ରମିକକୁ ଛଟେଇ କରିଛି ଆଦିତ୍ୟ ବିର୍ଲା କମ୍ପାନୀ, ସମାଧାନ ନ କଲେ ଧାରଣା ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ କୋଇଲା ଉତ୍ତୋଳନ କରୁଥିବା ୯୪ ଜଣ ଶ୍ରମିକଙ୍କୁ ଆଦିତ୍ୟ ବିର୍ଲା କମ୍ପାନୀ ବାଧ୍ୟତାମୂଳକ କାର୍ଯ୍ୟରୁ ହଟାଇ ଦେଇଛି। ଫଳରେ ସେମାନଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେମାନଙ୍କ ସମସ୍ୟାର ଦୂରୀକରଣ ନ…

Continue Readingକାରଣ ନ ଦର୍ଶାଇ ୯୪ ଶ୍ରମିକକୁ ଛଟେଇ କରିଛି ଆଦିତ୍ୟ ବିର୍ଲା କମ୍ପାନୀ, ସମାଧାନ ନ କଲେ ଧାରଣା ଚେତାବନୀ

ଜୋର ଜବରଦସ୍ତ ଟଙ୍କା ଛଡ଼ାଇନେବା ଅଭିଯୋଗ, ନାବାଳକ ସମେତ ୪ ଗିରଫ

ଅନୁଗୁଳ: ଜଣେ ବ୍ୟକ୍ତିଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଓ ମୋବାଇଲ ଫୋନ ଲୁଟିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୁଲିସ ଜଣେ ନାବାଳକ ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତ ୧୨ ତାରିଖ ରାତି ସାଢ଼େ ୧୧…

Continue Readingଜୋର ଜବରଦସ୍ତ ଟଙ୍କା ଛଡ଼ାଇନେବା ଅଭିଯୋଗ, ନାବାଳକ ସମେତ ୪ ଗିରଫ