ରକ୍ଷାବନ୍ଧନରେ ଘରକୁ ଯିବା ବେଳେ ଅଘଟଣ: ଟ୍ରକ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ମୃତ, ଉତ୍ତେଜନା ଜାରି

ଅନୁଗୋଳ: ଅନୁଗୋଳ ଜିଲ୍ଲା ଖମାର ବଜାର ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ୧୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍…

Continue Readingରକ୍ଷାବନ୍ଧନରେ ଘରକୁ ଯିବା ବେଳେ ଅଘଟଣ: ଟ୍ରକ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ମୃତ, ଉତ୍ତେଜନା ଜାରି

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ କୁକୁଡ଼ା ଫାର୍ମ ଜାଗା ହସ୍ତାନ୍ତର ଦାବି

ଅନୁଗୋଳ : ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା କୁକୁଡ଼ା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରି ସମସ୍ତ ଜାଗା ମେଡିକାଲକୁ ହସ୍ତାନ୍ତର କରିବା ପାଇଁ ଆଜି 'ଜିଲ୍ଲା ଜନଜୀବନ ସୁରକ୍ଷା କମିଟି' ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର…

Continue Readingଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ କୁକୁଡ଼ା ଫାର୍ମ ଜାଗା ହସ୍ତାନ୍ତର ଦାବି

କିଶୋରନଗରରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି: ୪୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ

ଅନୁଗୋଳ: କିଶୋରନଗର ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ସେବା କେନ୍ଦ୍ରରେ ସୋମବାର ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଦଲ ଏମ୍ ଅଖତର ଯୋଗଦେଇ ଜନସାଧାରଣଙ୍କ ସାମୂହିକ ଓ ବ୍ୟକ୍ତିଗତ ମିଶି ମୋଟ ୪୮ଟି ଅଭିଯୋଗ ଶୁଣିବା…

Continue Readingକିଶୋରନଗରରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି: ୪୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ

ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର୍‌; ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ପାୱାର ହାଉସ ନିକଟରେ ସୋମବାର ଏକ କାର୍ ରାସ୍ତା ଉପରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଛି। ସୂଚନା ଅନୁଯାୟୀ, ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡ଼ା ଗ୍ରାମର ପିଣ୍ଟୁ…

Continue Readingଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର୍‌; ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ

ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ରାସ୍ତା ନ ଥିବାରୁ ଘରେ ପ୍ରସବ, ଖଟିଆରେ ବୁହା ହେଲେ ମା’

ଅନୁଗୋଳ: ଆଧୁନିକ ଯୁଗରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ରାସ୍ତା ଅଭାବ ଯୋଗୁଁ କିଭଳି ଜୀବନ ବିପଦରେ ପଡ଼ୁଛି, ତାହାର ଏକ ଦୁଃଖଦ ଚିତ୍ର ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକରୁ ସାମ୍ନାକୁ ଆସିଛି। ନଗିରା ପଞ୍ଚାୟତ ନମଗାଁ ସାହିରେ ରାସ୍ତା ନ ଥିବାରୁ…

Continue Readingଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ରାସ୍ତା ନ ଥିବାରୁ ଘରେ ପ୍ରସବ, ଖଟିଆରେ ବୁହା ହେଲେ ମା’

ଗାଧୋଇବାକୁ ଯିବା ହେଲା କାଳ! ପୋଖରୀରେ ବୁଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗୀରି ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟାଳୟକୁ ଯିବା ପୂର୍ବରୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି।ମୃତ ଛାତ୍ରଜଣକ…

Continue Readingଗାଧୋଇବାକୁ ଯିବା ହେଲା କାଳ! ପୋଖରୀରେ ବୁଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

ଅତ୍ୟାଧୁନିକ ଡେଣ୍ଟାଲ ଓ ଫେସିଆଲ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ

ଅନୁଗୋଳ: ଅନୁଗୋଳ ହରିମହୁରି ଛକରେ ଅତ୍ୟାଧୁନିକ ଡେଣ୍ଟାଲ ଓ ଫେଶିଆଲ ସର୍ଜରୀ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କ୍ଲିନିକ୍ ଉଦଘାଟନ କରି କ୍ଲିନିକ୍ ସହର ବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବ ବୋଲି…

Continue Readingଅତ୍ୟାଧୁନିକ ଡେଣ୍ଟାଲ ଓ ଫେସିଆଲ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ

ଅବସରପ୍ରାପ୍ତ ଶିକ୍ଷକ ଗୋପାଳ କୃଷ୍ଣ ସାହୁଙ୍କ ପରଲୋକ

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ବାଲିପଶି ପଞ୍ଚାୟତ କାଳିଆଦମା ଗ୍ରାମର ବର୍ଷୀୟାନ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ କୃଷ୍ଣ ସାହୁଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୯୦ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଶନିବାର ଦିନ ତାଙ୍କର ଦେହାନ୍ତ…

Continue Readingଅବସରପ୍ରାପ୍ତ ଶିକ୍ଷକ ଗୋପାଳ କୃଷ୍ଣ ସାହୁଙ୍କ ପରଲୋକ

ଅନୁଗୋଳ ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବହୁ କର୍ମୀ ବିଜେପିରେ ସାମିଲ

ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ବିଜେପି ସଙ୍ଗଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଆଜି ମିଶ୍ରପଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଂସଦ ଧର୍ମେନ୍ଦ୍ର…

Continue Readingଅନୁଗୋଳ ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବହୁ କର୍ମୀ ବିଜେପିରେ ସାମିଲ

କଳା ଖଣି ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ

ଅନୁଗୋଳ: ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟନ୍ତ୍ରଣ ସଂଶୋଧନ ଆଇନକୁ କଳା ଆଇନ ଆଖ୍ୟା ଦେଇ ଏହାର ପ୍ରତ୍ୟାହାର ଦାବିରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି…

Continue Readingକଳା ଖଣି ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ